ବିଦ୍ୟୁତ ଟାୱାର ନିର୍ମାଣ ବଦଳରେ ପାନୀୟ ଜଳ ଯୋଗାଣ ପ୍ରତିଶ୍ରୁତି ପାଣିର ଗାର : ଜଳ ସମସ୍ୟାରେ କୋହ୍ଲବରପଦା ମୁଣ୍ଡାସାହି ବାସୀ

ବଲାଣି : ଯୋଡ଼ା ବ୍ଲକ କାରଖେଣ୍ଡରା ଗ୍ରାମ ପଞ୍ଚାୟତ କୋଲ୍ହବରପଦା ଗ୍ରାମର ମୁଣ୍ଡା ସାହିରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ନେଇଛି । ଅନ୍ୟପକ୍ଷରେ ବହୁଦେଶୀୟ…

କେନ୍ଦୁଝର ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରାରେ ସାଂସ୍କତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ୪୬ଟି ଦଳ

କେନ୍ଦୁଝର : କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପଂହଚିଥିବାବେଳେ ଏବେ ରଥାରୁଢ ଦିଅଁଙ୍କୁ ଦର୍ଶନ…

କେନ୍ଦୁଝରରେ ଲୋକକଳା ଦିବସ ପାଳିତ : ଲୋକକଳା ପ୍ରତି ସଚେତନ ରହିଲେ ସଂସ୍କୃତି ସମୃଦ୍ଧ ହେବ

କେନ୍ଦୁଝର : ଲୋକକଳା ହେଉଛି ସଂସ୍କୃତିର ଭିତିଭୂମି, ସମାଜର ଦର୍ପଣ ଏବଂ ଗୋଟିଏ ଜାତିର ପରିଚୟ । ଲୋକକଳାକୁ ଛାଡି ସଂସ୍କୃତିର ପରିକଳ୍ପନା କରାଯାଇ ନପାରେ ।…

ବିଶ୍ଵର ସର୍ବ ବୃହତ ରଥ ପାଇଁ ପହଞ୍ଚିଲା ଶିଆଡି ଲଟାରେ ନିର୍ମିତ ଦଉଡି: ନିଆରା ପରମ୍ପରା

କେନ୍ଦୁଝର : କେନ୍ଦୁଝରରେ ଶିଆଡି ଲଟାରେ ନିର୍ମିତ ଦଉଡି, ପ୍ରସ୍ତୁତ ହୋଇ ରଥ ଦାଣ୍ଡରେ ପହଞ୍ଚି ଯାଇଛି । ରଥ ଯାତ୍ରା ଦିନ ଏହି ଦଉଡିରେ ଟଣା…

ବିଶ୍ୱ ଶିଶୁ ଶ୍ରମିକ ବିରୋଧ ଦିବସରେ ଘରେ ଘରେ ଲାଗିଲା ପୋଷ୍ଟର

ହରିଚନ୍ଦନପୁର : କେନ୍ଦୁଝର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆସ୍ପାୟାର ଓ ଗ୍ରାମପଞ୍ଚାୟତର ମିଳିତ କ୍ରମେ ବିଶ୍ୱ ଶିଶୁ ଶ୍ରମିକ ବିରୋଧ ଦିବସ ଅବସରରେ ହରିଚନ୍ଦନପୁର ବ୍ଲକ…

ଚଳନ୍ତା ୪୦୭ ଗାଡ଼ିରେ ଲାଗିଲା ନିଆଁ : ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ଚମ୍ପୁଆ : କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅନ୍ତର୍ଗତ ୫୨୦ ନଂ ଜାତୀୟ ରାଜପଥ ବାସୁଦେବପୁର ବ୍ରିଜ ନିକଟରେ ଏକ ଚଳନ୍ତା ୪୦୭ ଗାଡ଼ିରେ ଲାଗିଲା ନିଆଁ।…

ଅବ୍ୟବସ୍ଥାରେ ଚମ୍ପୁଆ କୃଷି ଜିଲ୍ଲାସ୍ତରୀୟ କୃଷକ ମେଳା : ଆସିଲେନି ନିମନ୍ତ୍ରିତ ଅତିଥି, ଗରମରେ ସିଝିଲେ ଉପସ୍ଥିତ ଚାଷୀ

ଚମ୍ପୁଆ : ବ୍ୟାପକ ଅବ୍ୟବସ୍ଥା ଭିତରେ ଚମ୍ପୁଆ କୃଷି ଜିଲ୍ଲା ପକ୍ଷରୁ ଚମ୍ପୁଆ ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ କୃଷକ ମେଳା ଆୟୋଜିତ ହୋଇ ଯାଇଛି ।…

କେନ୍ଦୁଝର ମିଳିତ ଅମଲା ମଞ୍ଚ ଆନ୍ଦୋଳନ ଜାରି ରଖିବାକୁ ଘୋଷଣା କଲା

କେନ୍ଦୁଝର : ଓଡିଶା ସଚିବାଳୟ ଠାରେ ରାଜ୍ୟ ସରକାରଙ୍କ ପ୍ରତିନିଧି ଓ ଓଡିଶା ମିଳିତ ଅମଲା ମଞ୍ଚ ପ୍ରତିନିଧି ଙ୍କ ସହ ବୁଧବାର ଦିନ ହୋଇଥିବା ଆଲୋଚନାରେ…

କେନ୍ଦୁଝର ଜିଲ୍ଲାରେ ଓମ୍ବାଡ୍ସି ପାଣ୍ଠି ସହାୟତାରେ ରାସ୍ତା ସଂଯୋଗୀକରଣ:ତିନୋଟି ବ୍ଳକରେ ୨୨୪.୦୪କି.ମି.ରାସ୍ତା ଓ ୧୯୫.୩୯ମିଟର ସେତୁ

କେନ୍ଦୁଝର : ରାସ୍ତା ହେଉଛି ସାଧାରଣ ଲୋକଙ୍କ ଜୀବନରେଖା । ଗ୍ରାମାଞ୍ଚଳ ଗୁଡ଼ିକୁ ବିକାଶର ମୁଖ୍ୟ ଧାରା ସହିତ ଯୋଡ଼ିବାରେ ଏହା ପ୍ରମୁଖ ମାଧ୍ୟମ ପାଲଟିଛି ।…