ବେଆଇନ ଭାବେ ସରକାରୀ ଜାଗା ଜବରଦଖଲ କରି ନିର୍ମିତ କୋଠା ଭାଙ୍ଗିଲା ପ୍ରଶାସନ

ମାଲକାନଗିରି : ବେଆଇନ ଭାବେ ସରକାରୀ ଜାଗା ଜବରଦଖଲ କରି କୋଠା ନିର୍ମାଣ କରିଥିବା ଯୋଗୁଁ ମାଲକାନଗିରି ତହସିଲ ଅନ୍ତର୍ଗତ ଏମଭି-୪୨ ଗ୍ରାମର ପିଯୁସ୍ ବରାଳଙ୍କ କୋଠାକୁ…

ପୌର ଅଧିକାରୀଙ୍କ ଜାଲ ଦସ୍ତଖତ କରି ବ୍ୟାଙ୍କକୁ ଟଙ୍କା ଉଠାଣ ପାଇଁ ଯାଇଥିବା ମହିଳା ଠିକାଦାରଙ୍କ ନାମରେ ଥାନାରେ ଏତଲା

ମାଲକାନଗିରି : ସରକାରୀ ଅଧିକାରୀଙ୍କ ନକଲି ଦସ୍ତଖତ କରି ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ଯାଇଥିବା ଜଣେ ମହିଳା ଠିକାଦାରଙ୍କ ବିରୋଧରେ ଥାନାରେ ଏତଲା ଦେଲେ ମାଲକାନଗିରି ପୌର…

ଆଡ଼ପ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ

ପୁରୀ : ରଥ ଯାତ୍ରାର ପଞ୍ଚମ ଦିବସରେ ଆଜି ମଧ୍ୟ ଯଜ୍ଞବେଦିରେ ଭକ୍ତଙ୍କୁ ଆଡ଼ପ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତି । ମହାବାହୁଙ୍କ ଆଡ଼ପ ଦର୍ଶନ ସାଙ୍ଗକୁ ଆଡ଼ପ…

କୁବେର ଅତିରିକ୍ତ ଜିଲାପାଳଙ୍କ ଭଦ୍ରକ ଘର ସମେତ ୯ଟି ସ୍ଥାନରେ ଭିଜିଲାନ୍ସ ଚଢାଉ, ୨.୨୫ କୋଟି ନଗଦ ଅର୍ଥ ସହ ସୁନା ବିସ୍କୁଟ, ସୁନା-ରୂପା ଅଳଙ୍କାର, ଦାମୀ କାର୍ ଜବତ

ଭଦ୍ରକ : ଗତକାଲି ଭଦ୍ରକର ପୂର୍ବତନ ଜିଲା ସମାଜ ମଙ୍ଗଳ ଅଧିକାରିଣୀଙ୍କ ଘର ଉପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇ କୋଟି କୋଟି ଟଙ୍କାର ଆୟ…

ଅଘୋଷିତ ବିଦ୍ୟୁତ କାଟ ବିରୁଦ୍ଧରେ ବଲାଙ୍ଗିର ଟାଟା ପାୱାର ଅଫିସ ଘେରାଉ

ବଲାଙ୍ଗିର : ବଲାଙ୍ଗିର ସହରରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ବିରୁଦ୍ଧରେ ବଲାଙ୍ଗିର ଏକ୍ସନ କମିଟି ପକ୍ଷରୁ ଆଜି ବଲାଙ୍ଗିର ଟାଟା ପାୱାର ଅଫିସ ସମ୍ମୁଖରେ ଧାରଣା…

ଭଦ୍ରକ ଜିଲ୍ଲାର ପୂର୍ବତନ ସମାଜ ମଙ୍ଗଳ ଅଧିକାରୀ ଗିରଫ

ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭଦ୍ରକ ଜିଲ୍ଲାର ପୂର୍ବତନ ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରାଙ୍କୁ ଶୁକ୍ରବାର ଦିନ ଭିଜିଲାନ୍ସ ଗିରଫ କରିଛି…

ଆମ୍ବୁଲାନ୍ସକୁ ଧକ୍କାଦେଲା ବେଦାନ୍ତ ଗାଡ଼ି, ଅଳ୍ପକେ ରକ୍ଷା ପାଇଲେ ରୋଗୀ ଓ ସମ୍ପର୍କୀୟ

ବଲାଙ୍ଗିର : ଆଜି ସକାଳେ ଆମ୍ବୁଲାନ୍ସକୁ ଧକ୍କା ଦେଲା ବେଦାନ୍ତର ଟେଙ୍କର ଟ୍ରକ୍ ଗାଡ଼ି । ବଲାଙ୍ଗିର-ଟିଟିଲାଗଡ଼ ରୋଡରେ ଘଟିଛି ଏଭଳି ଏକ ଘଟଣା । ଦୁର୍ଘଟଣାରେ…

ମା’ ମାଣିକେଶ୍ୱରୀଙ୍କୁ ଦର୍ଶନ କରି ଆଶୀର୍ବାଦ ନେଲେ ବିଜେପି ସଭାପତି ଜେପି ନଡ୍ଡା

ଭବାନୀପାଟଣା/ଭୁବନେଶ୍ୱର : ଭବାନପାଟଣାରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ମା ମାଣିକେଶ୍ୱରୀ ମନ୍ଦିର ଦର୍ଶନ କରିବା ସହ ଆଶୀର୍ବାଦ…

ଶ୍ରମଜୀବୀ ସଙ୍ଗଠନ ଓ ମହିଳା ଶ୍ରମଜୀବୀ ସଙ୍ଗଠନ ତରଫରୁ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା

ମାଲକାନଗିରି : ଜିଲ୍ଲା ସ୍ତରୀୟ ଲୋକ ସଙ୍ଗଠନ ମହିଳା ଶ୍ରମଜୀବି ସଙ୍ଗଠନ ଓ ଶ୍ରମଜୀବି ସଙ୍ଗଠନ ମାଲକାନଗିରି, ଓଡିଶା ଶ୍ରମଜୀବି ମଞ୍ଚ ଓ ମହିଳା ଶ୍ରମଜୀବି ମଞ୍ଚ…

ନିୟମିତ ନିଯୁକ୍ତି ଦାବୀରେ ଜିଲ୍ଲାପାଳ ଅଫିସ ଘେରାଉ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଆଉଟ ସୋର୍ସିଙ୍ଗ କର୍ମଚାରୀଙ୍କ ଦାବିପତ୍ର

ବଲାଙ୍ଗିର : ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛି ଓଡ଼ିଶା ସରକାରୀ ଆଉଟ୍ସୋର୍ସିଂ କର୍ମଚାରୀ ମହାସଙ୍ଘ । ସ୍ଥାୟୀ ଚାକିରୀ ଦାବୀରେ ବଲାଙ୍ଗିର ଜିଲ୍ଲା ଓଡ଼ିଶା…

ସମ୍ବଲପୁରରେ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଜେପି ନଡ୍ଡା

ଭୁବନେଶ୍ୱର : ଆଜି ଓଡ଼ିଶାର ସମ୍ବଲପୁରରେ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ତାଙ୍କ ‘ବଳିଦାନ ଦିବସ’ରେ ବିଜେପି ସଭାପତି ଜେପି ନଡ୍ଡା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।…