ସମ୍ବଲପୁରରେ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଜେପି ନଡ୍ଡା

Spread the love

ଭୁବନେଶ୍ୱର : ଆଜି ଓଡ଼ିଶାର ସମ୍ବଲପୁରରେ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ତାଙ୍କ ‘ବଳିଦାନ ଦିବସ’ରେ ବିଜେପି ସଭାପତି ଜେପି ନଡ୍ଡା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଏହି ଅବସରରେ ସେ କହିଛନ୍ତି ଯେ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ସାଂସ୍କୃତିକ ଜାତୀୟତାର ଏକ ଅନନ୍ୟ ପ୍ରତିଭା ଥିଲେ ଯିଏ ଦେଶର ଅଖଣ୍ଡତା ରକ୍ଷା ପାଇଁ ଅନେକ ପିଢୀଙ୍କୁ ପ୍ରେରଣା ଦେଇଥିଲେ । ଜାତିର ସେବାରେ ତାଙ୍କର ବଳିଦାନ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ ଏବଂ ତାଙ୍କର ଆଦର୍ଶ ଆମକୁ ଚିରଦିନ ପାଇଁ ମାର୍ଗଦର୍ଶନ କରିବ ।

Leave a Reply

Your email address will not be published. Required fields are marked *