ଓଡ଼ିଶା

କେନ୍ଦ୍ରାପଡାରେ ସ୍ୱଚ୍ଛ ରଥଯାତ୍ରା ପାଇଁ ସଚେତନତା ଅଭିଯାନ

କେନ୍ଦ୍ରାପଡ଼ା : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ପଞ୍ଜିକୃତ ସ୍ୱେଚ୍ଛାସେବୀ ସଂଗଠନ ମାଇଁ ଏନ୍ସିସି ଆଲୁମିନି ଆସୋସିଏସନ୍ ଏବଂ ପୁରୀ ଜିଲ୍ଲାର…

Read More »

ବାହାନଗା କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣା ପ୍ରସଙ୍ଗ, ଭଦ୍ରକ ମେଡିକାଲରେ ଆହତଙ୍କୁ ଭେଟିଲେ ଦୁଇ କେନ୍ଦ୍ରମନ୍ତ୍ରୀ

ଭଦ୍ରକ : ଗତ ଶୁକ୍ରବାର ରାତିରେ ଘଟିଯାଇଥିଲା ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା । ଯାହାଫଳରେ ଶତାଧିକ ଲୋକଙ୍କର ଜୀବନ ହାନି ହୋଇଥିବାବେଳେ ହଜାର ହଜାର ଲୋକ…

Read More »

ରେଳ ଦୁର୍ଘଟଣାରେ ମୃତାହତ ଓ ଅଟକି ରହିଥିବା ଯାତ୍ରୀଙ୍କ ପରିବାର ସମ୍ପର୍କୀୟଙ୍କ ସୁବିଧା ପାଇଁ ୧୩୯ ହେଲ୍ପଲାଇନ ନମ୍ବର ଜାରି

ନୂଆଦିଲ୍ଲୀ /ଭୁବନେଶ୍ୱର : ବାଲେଶ୍ୱର ରେଳ ଦୁର୍ଘଟଣାରେ ମୃତାହତମାନଙ୍କ ପରିବାରବର୍ଗ, ସମ୍ପର୍କୀୟ, ବନ୍ଧୁମାନଙ୍କୁ ସହଯୋଗ କରିବା ଲାଗି ଭାରତୀୟ ରେଳବାଇ ପକ୍ଷରୁ ୧୩୯ ହେଲ୍ପଲାଇନ ବ୍ୟବସ୍ଥା କରାଯାଇଛି…

Read More »

ଟିକ୍ରାପଡ଼ା ଚାନ୍ଦ ମନ୍ଦିରରେ ଶ୍ରୀଜୀଉମାନଙ୍କ ସ୍ନାନଯାତ୍ରା ଓ ହାତୀ ବେଶ

ବଲାଙ୍ଗୀର : ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ଥାନୀୟ ଟିକ୍ରାପଡା ସ୍ଥିତ ଶ୍ରୀକ୍ଷେତ୍ର ଚାନ୍ଦ ମନ୍ଦିର ଠାରେ ଶ୍ରୀଜୀଉ ମାନଙ୍କର ସ୍ନାନ ଯାତ୍ରା ଓ ଗଜାନନ ବେଶ…

Read More »

ବାହାନଗା ଟ୍ରେନ ଦୁର୍ଘଟଣାର ହେବ ସିବିଆଇ ତଦନ୍ତ

ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ ଦୁର୍ଘଟଣାର ସିବିଆଇ ତଦନ୍ତ ହେବ । ରେଲୱେ ବୋର୍ଡ ପକ୍ଷରୁ ସିବିଆଇ ତଦନ୍ତ ପାଇଁ ସୁପାରିଶ କରାଯାଇଛି ।…

Read More »

ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଭଗବାନଙ୍କୁ ପାଖରୁ ପାଇ ଭକ୍ତ ବିଭୋର

ସାଲେପୁର: ଗତକାଲି ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦଙ୍କର ପବିତ୍ର ନିର୍ବିକଳ୍ପ ଶୂନ୍ୟ ସମାଧି ଦିବସ ଓ ଦେବସ୍ନାନ ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ…

Read More »

ମା ଭଗବତୀଙ୍କ ନୁତନ ପାର୍ଶ୍ୱ ବିଗ୍ରହ ଓ ପ୍ରାସାଦ ପ୍ରତିଷ୍ଠା ଉତ୍ସବ ଆରମ୍ଭ

ଜୟପୁର : ଜୟପୁରର ନାରାୟଣ ମନ୍ଦିର ସାହି ସ୍ଥିତ ଶ୍ରୀ ସଙ୍କଟ ମୋଚନୀ ମହାମାୟୀ ଭଗବତୀଙ୍କ ନୁତନ ପାଶ୍ୱର୍ ବିଗ୍ରହ ସହିତ ଦେବୀ ପ୍ରସାଦ ପ୍ରତିଷ୍ଠା ଉତ୍ସବ…

Read More »

ଜାରି ରହିବ ଅମଲାଙ୍କ ଆନ୍ଦୋଳନ

ଜୟପୁର : ମୁଖ୍ୟ ଶାସନ ସଚିବ ଙ୍କ ସହିତ ଆଲୋଚନା ବିଫଳ ହେବା ପରେ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଂଚ କର୍ମକର୍ତାଙ୍କୁ ନେଇ ରେଡକ୍ରସ ଭବନ ଭୁବନେଶ୍ୱରଠାରେ…

Read More »

ଜୟପୁର ଜଗନ୍ନାଥ ମନ୍ଦିର ପରିସରରେ ଥିବା ସ୍ନାନ ମଣ୍ଡପରେGaja Besa ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତି

ଜୟପୁର : ଜୟପୁର ଜଗନ୍ନାଥ ମନ୍ଦିର ପରିସରରେ ଥିବା ସ୍ନାନ ମଣ୍ଡପରେ ଗଜାନନ ବେଶରେ ଦର୍ଶନ ଦେଲେ ଚତୁଦ୍ଧାମୂର୍ତି । ଚତୁଦ୍ଧାମୂର୍ତିଙ୍କୁ ଅନ୍ନ ଭୋଗଲାଗି କରାଯାଇ ରତ୍ନ…

Read More »

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଚୂଡ଼ାନ୍ତ ମୃତ୍ୟୁସଂଖ୍ୟା ୨୭୫, ଭୁଲ ଗଣନା ଯୋଗୁ ବଢିଥିଲା ସଂଖ୍ୟା – ମୁଖ୍ୟ ସଚିବ

ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲାର ବାହାନାଗା ରେଳ ଷ୍ଟେସନ ନିକଟରେ ହୋଇଥିବା ଭୀଷଣ ରେଳ ଦୁର୍ଘଟଣା ଶନିବାର ସୁଦ୍ଧା ମୃତକଙ୍କ ସଂଖ୍ୟା ସରକାରୀ ଭାବେ ୨୮୮ ଥିବା…

Read More »
Back to top button