ଅପହରଣର ୪୮ ଘଣ୍ଟା- ମା କୋଳକୁ ଫେରିଲା ଶିଶୁପୁତ୍ର

ରାଜଧାନୀରୁ ଦେଢ଼ ବର୍ଷର ଶିଶୁପୁତ୍ର ଅପହରଣ ଘଟଣାରେ ପୁଲିସକୁ ବଡ଼ ସଫଳତା। ବାଲେଶ୍ୱରରୁ ଶିଶୁପୁତ୍ରକୁ ଉଦ୍ଧାର କରିଛି ପୁଲିସ। ଖାରବେଳନଗର ଥାନାରେ ଏ ନେଇ ଏତଲା ହୋଇଥିଲା।…

ବିଜୁ ପଟ୍ଟନାୟକଙ୍କ ଷ୍ଟାଚୁ ପୋଡିଲା ଦୁର୍ବୁତ୍ତ 

ବଲାଙ୍ଗୀର ପାଟଣାଗଡ ପର୍ଶୁରାମ ଛକ ଠାରେ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି ହଟାଇ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଲଗାଇଥିଲେ ପୂର୍ବତନ ବିଧାୟକ ସରୋଜ ମେହେର। ଯାହାକୁ ନେଇ ବଲାଙ୍ଗୀର ଜିଲ୍ଲା…

ଇସ୍କନ ମନ୍ଦିର ପୂଜକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଟକ ବିଡ଼ାନାସୀ ଇସ୍କନ୍ ମନ୍ଦିରରୁ ପୂଜକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ । ଇସ୍କନ୍ କତୃପକ୍ଷ କହିଲେ ଏହା…

ଶକ୍ତିପୀଠରେ କୁଆଁସ ମଙ୍ଗଳାଙ୍କ ମହୋତ୍ସବ

ଆରମ୍ଭ ହୋଇଛି ଯାଜପୁର ଜିଲ୍ଲାର ଅନ୍ୟତମ ଶକ୍ତିପୀଠ କୁଆଁସ ମଙ୍ଗଳାଙ୍କ ମହୋତ୍ସବ। ଦୁଇ ଦିନ ଧରି ହେବାକୁ ଥିବା ଏହି ମହୋତ୍ସବରେ ଆଖ ପାଖ ଅଞ୍ଚଳର ହଜାର…

ସରକାରୀ ବାବୁଙ୍କ ଜମି କେଳେଙ୍କାରୀ

ଚଞ୍ଚକତା କରି ବିଦା ହେଲେ ସରକାରୀ ବାବୁ ବାବୁଆଣୀ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କନିଷ୍ଠ ରାଜସ୍ବ ସହାୟକ ସୁବ୍ରତ କୁମାର ବେହେରା।ସରକାରୀ ବାବୁ ଜଣଙ୍କ…

ଆଜି ହେଉଛି ପବିତ୍ର ପଣା ସଂକ୍ରାନ୍ତି

ଆଜି ହେଉଛି ପବିତ୍ର ପଣା ସଂକ୍ରାନ୍ତି। ଓଡ଼ିଆ ପରମ୍ପରା ଅନୁଯାୟୀ ଏହି ଦିନଠାରୁ ନୂତନ ବର୍ଷ ଆରମ୍ଭ ହୋଇଥାଏ। ଏହାଛଡ଼ା ଏହି ଦିନକୁ ହନୁମାନ ଜୟନ୍ତୀ, ମହାବିଷୁବ…

ଜାତୀୟସ୍ତରରେ ଓଡ଼ିଶାର ଖେଳାଳୀଙ୍କୁ ସୁଯୋଗ ଦେବାକୁ ଓସିଏର ଉଦ୍ୟମ

ଓଡ଼ିଶାରେ କ୍ରିକେଟ ଖେଳାଳୀଙ୍କୁ ଜାତୀୟସ୍ତରରେ ସ୍ଥାନ ବଜାୟ ରଖିବାକୁ ଓସିଏ ପ୍ରଶିକ୍ଷଣ ଶିବିର ଆରମ୍ଭ କରିଛି। ଖୋର୍ଦ୍ଧା କ୍ରିକେଟ ଆସୋସିଏସନର ମିଳିତ ଉଦ୍ୟମରେ ସ୍ଥାନୀୟ ମିନିଷ୍ଟାଡିଅମରେ ଆୟୋଜିତ…

ଆଜି ହେଉଛି ଚୈତ୍ର ପୂର୍ଣ୍ଣିମା

ଆଜି ହେଉଛି ଚୈତ୍ର ପୂର୍ଣ୍ଣିମା I ଏହି ଅବସରରେ ପୂର୍ବବର୍ଷ ଭଲି ଆଜି ଉତ୍ସାହ ଉଦ୍ଦୀପନାର ସହ ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ମହାସ୍ନାନ ଉତ୍ସବ ପାଳିତ କରାଯାଇଛି…

AE, JE ଙ୍କ ଗାଡିରୁ ମିଳିଲା ୫ ଲକ୍ଷ

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ଦୁଇ ଅଧିକାରୀ କାର ଯୋଗେ ଯାଉଥିବା ବେଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ହୋଇଛି । ସେମାନଙ୍କ ନିକଟରୁ ବିପୁଳ ଟଙ୍କା ଜବତ…

ଚନ୍ଦନ ଯାତ୍ରା ପାଇଁ ଡଙ୍ଗା ଉଦ୍ଧାର

ଚନ୍ଦନ ଯାତ୍ରା ପାଇଁ ଡଙ୍ଗା ଉଦ୍ଧାର। ଚଳିତ ମାସ ୩୦ ତାରିଖରେ ପବିତ୍ର ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ। ଚୈତ୍ର ପୂର୍ଣ୍ଣିମାରେ ନରେନ୍ଦ୍ର ପୁଷ୍କରିଣୀରୁ ଡଙ୍ଗା ଉଦ୍ଧାର…