ଅନିଲ ଅମ୍ବାନୀ ଗୃପ କମ୍ପାନୀରେ ଇଡି ରେଡ୍!

ରିଲାଏନ୍ସ ଅନିଲ ଅମ୍ବାନୀ ଗୃପର କମ୍ପାନିଗୁଡ଼ିକ ବିରୋଧରେ ମନି ଲଣ୍ଡରିଂର ଅଭିଯୋଗ ପରେ ଗୁରୁବାର ଇଡି ଯାଞ୍ଚ ଆରମ୍ଭ କରିଥିଲା। ଏହି ଯାଞ୍ଚରେ ଅନିଲ ଅମ୍ବାନୀଙ୍କ ସହିତ…

ଅନାସ୍ଥା ଖେଳ- କାହାକୁ ଅଡ଼ୁଆ?

ସରକାରଙ୍କ ବିରୁଦ୍ଧରେ ବିରୋଧୀ ଆଣିବେ କି ଅନାସ୍ଥା ପ୍ରସ୍ତାବ। ମୌସୁମୀ ଅଧିବେଶନରେ ସରକାରଙ୍କ ଉପରୁ ଆସ୍ଥା ତୁଟିସାରିଛି କହି ସରକାରଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଯାଉଛନ୍ତି…

ଅଭିଯୁକ୍ତ ଅପହରଣକାରୀ- ଅତିରିକ୍ତ ଆଡ଼ଭୋକେଟ ଜେନେରାଲ?

ବିଜେପି ସାଂସଦଙ୍କ ପୁଅକୁ ଆଇନ ଅଧିକାରୀ ଭାବେ ନିଯୁକ୍ତିକୁ ନେଇ ବିବାଦ ଘମାସାନ ହେଲାଣି। ଯିଏ ଜଣେ ଆଇଏଏସ ଅଫିସରଙ୍କ ଝିଅକୁ ପିଛା କରିବା ଓ ଅପହରଣ…

ମୁମ୍ୱାଇ ଟ୍ରେନ୍ ବ୍ଲାଷ୍ଟ- ବିବାଦୀୟ ରାୟରେ ସୁପ୍ରିମ ରୋକ୍

୨୦୦୬ ମୁମ୍ୱାଇ ଟ୍ରେନ ବିସ୍ଫୋରଣରେ ସମସ୍ତ ୧୨ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରି ରିଲିଜ୍ କରିବା ରାୟ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ। ମାମଲାର ଗମ୍ଭୀରତା ଦୃଷ୍ଟିରୁ ସୁପ୍ରିମକୋର୍ଟ…

ଧର୍ମସ୍ଥଳରେ ସାମୂହିକ ଶବସତ୍କାର, ଯୌନ ଉତ୍ପୀଡ଼ନ- ଏସଆଇଟି ଆରମ୍ଭ କଲା ଛାନଭିନ୍

କର୍ଣ୍ଣାଟକ ଧର୍ମସ୍ଥଳରେ ସାମୂହିକ ଶବ ପୋତା ଘଟଣାରେ ଚାରିଆଡ଼େ ହଇଚଇ ଖେଳିଛି। ଜଣେ ପୂର୍ବତନ ସଫେଇ କର୍ମଚାରୀ ୧୯୯୮ରୁ ୨୦୧୪ ଭିତରେ କର୍ଣ୍ଣାଟକର ମନ୍ଦିର ମାଳିନୀ ସହର…

ମହିଳା ଟ୍ରେନିଂ ସେଣ୍ଟର ବାଥରୁମରେ କ୍ୟାମେରା!

ବାଥରୁମରେ ଲାଗିଛି କ୍ୟାମେରା। ତା ପୁଣି ପୁଲିସ ଟ୍ରେନିଂ ସେଣ୍ଟରରେ। ତାଲିମ ନେବାକୁ ଆସିଥିବା ୬ଶହ ମହିଳା ସିପାହୀ ଏହାକୁ ନେଇ କରିଛନ୍ତି ଜୋରଦାର ହଙ୍ଗାମା। ଅନେକ…

ହାଜତ ମୃତ୍ୟୁ- ସୁରକ୍ଷାକର୍ମୀଙ୍କ ପରିବାରକୁ ଅତିରିକ୍ତ ୨୫ଲକ୍ଷ ସହାୟତା ଦେବାକୁ ହାଇକୋର୍ଟଙ୍କ ନିର୍ଦେଶ

ହାଜତ ମୃତ୍ୟୁ ମାମଲାରେ ମନ୍ଦିରର ସୁରକ୍ଷାକର୍ମୀଙ୍କ ପରିବାରକୁ ଅତିରିକ୍ତ ୨୫ଲକ୍ଷ ଟଙ୍କା ଅନ୍ତରୀଣ ସହାୟତା ଦେବାକୁ ନିର୍ଦେଶ ଦେଇଛନ୍ତି ମାଡ୍ରାସ ହାଇକୋର୍ଟ। ତାମିଲନାଡ଼ୁ ସରକାର ଏହାକୁ ଦେବେ।…

ଜଷ୍ଟିସ ବର୍ମାଙ୍କ ପିଟିସନ- ଶୁଣାଣୀରୁ ଓହରିଲେ ସିଜେଆଇ

ଜଷ୍ଟିସ ଯଶୋବନ୍ତ ବର୍ମାଙ୍କ ଘରୁ ମିଳିଥିବା ନଗଦ ରାଶି ମାମଲାର ଶୁଣାଣୀରୁ ଓହରିଲେ ପ୍ରଧାନ ବିଚାରପତି ଜଷ୍ଟିସ ବିଆର ଗଭାଇ। ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣୀ ଲାଗି…

ସବ୍‌ରେଜିଷ୍ଟ୍ରାର ଫିଡବ୍ୟାକ୍- ଠାଣିରେ ଟପିଗଲେ ପାଣ୍ଡିଆନଙ୍କୁ!

ବଡ଼ ନୁହେଁ, ଭଲ ଅଫିସର ହୁଅ। ପିପୁଲ୍ସ ଫ୍ରେଣ୍ଡଲି ହୁଅ। ଅଫିସ ଆସୁଥିବା ଲୋକଙ୍କୁ ଭଦ୍ର ବ୍ୟବହାର କର। ସେମାନେ କଅଣ ଚାହୁଁଛନ୍ତି, ତାକୁ ବୁଝି ସମାଧାନ…

ସ୍ୱାମୀକୁ ମର୍ଡର- ଟାଇଲ୍ସ ତଳେ ପୋତିଦେଲା ଶବ

ସ୍ୱାମୀକୁ ମର୍ଡର କଲେ। ମର୍ଡରରେ ପ୍ରେମିକ ସହଯୋଗ କଲା। ଆଉ ଘର ଚଟାଣ ଖୋଳି ଶବକୁ ପୋତିଦେଲେ ଉଭୟ। ଆଉ ତା ଉପରେ ଟାଇଲ୍ ବିଛାଇଦେଇଥିଲେ। କୌଣସି…

ଦୁଷ୍କର୍ମ ମାମଲାରେ ଉଦିତ୍ ଦଳରୁ ସସପେଣ୍ଡ- ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କଲା କଂଗ୍ରେସ

ଜଣେ ଛାତ୍ରୀଙ୍କୁ ପାନୀୟରେ ନିଶା ଦେଇ ଦୁଷ୍କର୍ମ ମାମଲାରେ ଗିରଫ ହେବା ପରେ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କୁ ଦଳ ତୁରନ୍ତ ନିଲମ୍ୱିତ କରିଛି। ଏନଏସୟୁଆଇର…

ଛାତ୍ରୀ ଆତ୍ମହତ୍ୟା ମାମଲା- କିଟ୍ ହିଁ ଦାୟୀ: ୟୁଜିସି ପ୍ୟାନେଲର ଆସିଲା ରିପୋର୍ଟ

କିଟ ବିଶ୍ୱବିଦ୍ୟାଳୟରେ ୨ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲାରେ କିଟ୍ କର୍ତ୍ତୃପକ୍ଷଙ୍କୁ ଦାୟୀ କଲା ୟୁଜିସି। ଛାତ୍ରୀଙ୍କ ମୃତ୍ୟୁ ପଛରେ ଅବୈଧ ଓ ବେଆଇନ କାର୍ଯ୍ୟକଳାପକୁ ନେଇ ଅଙ୍ଗୁଳି…