IPL : ପଞ୍ଜାବ କିଙ୍ଗସ୍ ଦିଲ୍ଲି କ୍ୟାପିଟାଲସ୍ ମୁଂହାଁମୁଂହିଁ ଆଜି

Spread the love

ଆଇପିଏଲ୍ ରେ ପଞ୍ଜାବ କିଙ୍ଗ୍ସ ଆଜି ସନ୍ଧ୍ୟାରେ ଧରାମଶାଳାରେ ଦିଲ୍ଲୀ କ୍ୟାପିଟାଲସ୍କୁ ଭେଟିବ। ଏହି ମ୍ୟାଚ୍ ସନ୍ଧ୍ୟା 7:30 ରେ ଆରମ୍ଭ ହେବ ।

ଗତକାଲି ରାତିରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମୁମ୍ବାଇ ଇଣ୍ଡିଆନ୍ସକୁ 5 ରନରେ ପରାସ୍ତ କରିଛି। 178 ରନ୍‌ର ଟାର୍ଗେଟକୁ ପଛରେ ପକାଇ ମୁମ୍ବାଇ ଇଣ୍ଡିଆନ୍ସ ଧାର୍ଯ୍ୟ 20 ଓଭରରେ 5 ୱିକେଟ୍ ହରାଇ 172 ସ୍କୋର କରିଥିଲା। ଏହାପୂର୍ବରୁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 177 ରନ୍ ସଂଗ୍ରହ କରି ନିର୍ଦ୍ଦିଷ୍ଟ 20 ଓଭରରେ ତିନୋଟି ୱିକେଟ୍ ହରାଇଥିଲା

Leave a Reply

Your email address will not be published. Required fields are marked *