ସିରିଜି କ୍ଲିନ ସ୍ବିପ୍ କଲା ଭାରତ

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଏକ ଦିବସୀୟ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି।ଭାରତ ଦମଦାର ପ୍ରଦର୍ଶନ କରିଛି । ଭାରତ ଏହି ମ୍ୟାଚ ରେ ବିଶାଳ ବିଜୟ ହାସଲ କରିଛି । ୩୫୭ ରନ୍ ରେ ବିଜୟ ଲକ୍ଷ୍ୟ ନେଇ ଇଂଲଣ୍ଡ ଟିମ୍ଠୁ ୧୪୨ ରନ୍ ରେ ପରାସ୍ତ ହୋଇଛି । ତେବେ ଶୁଭମନ ଗିଲ ଆଜି ମଧ୍ୟ ତାଙ୍କ ପୁରା ଫର୍ମରେ ଥିଲ । ତୃତୀୟ ଏକଦିବସୀୟରେ ଇଂଲଣ୍ଡ ବିପକ୍ଷରେ ପୁଣି ଥରେ ଶତକ ହାସଲ କରିଛନ୍ତି। ଏହା ତାଙ୍କ କ୍ୟାରିଅରର ୭ମ ଶତକ। ୯୫ ବଲରେ ଖେଳି ୧୪ ଚୌକା ଓ ୨ ଛକା ବଳରେ ଶତକ ହାସଲ କରିଛନ୍ତି। ଏଠାରେ ସେ ସପ୍ତମ ଶତକ ହାସଲ କରିବା ପରେ ବ୍ୟାଟିଂ ଜାରି ରଖିଥିଲେ। ମୋଟ୍ ୧୦୨ ବଲ ଖେଳି ୧୪ ଚୌକା ଓ ୩ଟି ଛକା ବଳରେ ୧୧୨ ରନ ସଂଗ୍ରହ କରିଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *