ଅପରାଧଓଡ଼ିଶା

ମାରଣାସ୍ତ୍ର ସହ ଚାରି ଗିରଫ

ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ କ୍ୟାମ୍ପସରେ ମା ଆଗରେ ପୁଅକୁ ହତ୍ୟା ଘଟଣା । ଏହି ଘଟଣାରେ ମାରଣାସ୍ତ୍ର ସହ ଚାରିଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ । ସେପଟେ ଘଟଣାସ୍ଥଳକୁ ନେଇ ଅଭିଯୁକ୍ତକୁ ସିନ ରିକ୍ରିଏସନ କରିଛି ପୋଲିସ । ତେବେ ଗତ ଅଗଷ୍ଟ ୧୬ରେ ଭୀମ ଭୋଇ ମେଡିକାଲ କଲେଜ କ୍ୟାମ୍ପସରେ ମା ଆଗରେ ପୁଅକୁ ହତ୍ୟା କରିଥିଲା ଅଭିଯୁକ୍ତ । ପୋଲିସ ଘଟଣାର ଖୋଳତାଡ଼ କରି ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି।

Related Articles

Leave a Reply

Your email address will not be published.

Back to top button