ଟ୍ରାକ୍ଟରରୁ ମିଳିଲା ୫୦ ଶବ

Spread the love

ଟ୍ରାକ୍ଟର ଟ୍ରେଲର ରୁ ମିଳିଲା ୫୦ ଶବ । ଆମେରିକାର ଟେକସାସ୍ ରୁ ଟ୍ରାକ୍ଟର ଟ୍ରେଲର ରୁ ଶବ ମିଳିବା ପରେ ହଇଚଇ ସୃଷ୍ଟି ହୋଇଛି । ଅଙ୍ଗ ତସ୍କରୀ ସମୟରେ ମାରି ଦେଇଥିବା ସନ୍ଦେହ କରାଯାଉଛି । ୧୬ ଜଣଙ୍କ ଅବସ୍ଥା ସଙ୍ଗୀନ ରହିଛି । ମିଡିଆ ରିପୋର୍ଟ ଅନୁସାରେ ଶବ ଭର୍ତ୍ତି ବାହନ ସେନ ଏଣ୍ଟିନିଓ ସହରରୁ ଦକ୍ଷିଣରେ ବାହାର ଅଞ୍ଚଳରେ ଦୁର ଦକୁନ୍ତ ରେ ରେଳ ପଟରୀ ପାଖରୁ ମିଳିଥିଲା । ସେନ ଏଣ୍ଟିନିଓ ପୋଲିସ ଆନୁଷ୍ଟାନିକ ଭାବରେ କିଛି କିହିନାହାଁନ୍ତି । ଆମେରିକାର ଟେକସାସ୍ ସେନ ଏଣ୍ଟେନିଓ ପାଖରେ ୫୦ ଲୋଙ୍କ ଶବ ମିଳିଲା । ୧୬ ଜଣଙ୍କ ଅବସ୍ଥା ସଙ୍ଗୀନ ଥିବା ବେଳେ ସାମାନଙ୍କ ଚିତ୍କିସା ଚାଲିଛି । ପୋଲିସ ମୁଖ୍ୟ ଉଇଲିୟମ୍ ମେକମେକମ୍ କହିଛନ୍ତି ସଂନ୍ଧ୍ୟା ୬ ଟା ପାଖାପାଖି ଚିଲିଇେବା ଭଳି ବିଭିନ୍ନ ପ୍ରକାର ଶଦ୍ଦ ଶୁଭିଲା ।

୫୦ ଜଣଙ୍କ ମଧ୍ୟ୍ୟରୁ ୪୬ ଜମଙ୍କ ମୃତ୍ୟୁ ଜଣାପଡିଥିବା ବେଳେ ୪ ଜଣଙ୍କର ରାସ୍ତା ମୃତ୍ୟୁ ହୋଇଥିଲା । ଫାୟାର ବ୍ରିଗେଡ୍ ସୁତନା ଅନୁସାରେ ମୃତଙ୍କ ମଧ୍ୟ୍ୟ,ରେ ୩୯ ପୁରୁଷ ୧୧ ଝଣ ମହିଳା ଅଛନ୍ତି । ଟେକସାସ୍ ର ସଙ୍ଘୀୟ କୋର୍ଟ ରେ ରାଜ୍ୟ ସରକାର ଙ୍କ ପକ୍ଷରୁ ଦାୟର ହେଉଥିବା ୟାଚିକାର ଶୁଣାଣି କରିଛନ୍ତି । ସମସ୍ତେ ନିଜର ପରିବାର ପ୍ରତି ଯତ୍ନବାନ ଥିଲେ । ମୃତକ ମାନେ ଦେଶର ତାହା ବର୍ତ୍ତମାନ ସୁଦ୍ଧା ଜଣାପଜିନାହିଁ । ମୃତକ ମାନଙ୍କୁ ଟ୍ରେଲର ଭିତରେ ଅଣନିଶ୍ବାସୀ ହୋଇ ମୃତ୍ୟୁ ହୋଇଥିବା ଜଣାପଡୁଛି । ମୃତକ ମାନେ କେଉଁ ଦେଶର ଜଣାପଡିନାହିଁ । ମେକସିକୋ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ମୃତକ ମାନଙ୍କ ପ୍ରତି ସମବେଦେନା ଜଣାଇଛନ୍ତି ।

  • ସ୍ମରିଜିତ ଆର୍ଯ୍ୟ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *