ଛାତ୍ରକୁ ଛୁରୀ ଭୁସିଲା ଛାତ୍ର

Spread the love

ବିଦ୍ୟାଳୟ ଭିତରେ ନିଜ ସହପାଠୀ ଙ୍କୁ ଛୁରି ଭୂସିଲେ ଆଉ ଜଣେ ଛାତ୍ର,। ଘଟଣା ଟି ଘଟିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ରଘୁନାଥ ହାଇସ୍କୁଲ ଠାରେ ଛାତ୍ର କୁ ଛୁରୀ ଭୂସିଲେ ଛାତ୍ର । ଗୁରୁତର ଅବସ୍ଥାରେ ଛାତ୍ର ଙ୍କୁ ବ୍ରହ୍ମପୁର ଏମ୍କେସିଜି ରେ ଭର୍ତ୍ତି କରିଛନ୍ତି କତ୍ତୃପକ୍ଷ,। ତେବେ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଛି ତାହା ଜଣାପଡିନଥିବାବେଳେ, ପାଟ ପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି,।

Leave a Reply

Your email address will not be published. Required fields are marked *