ପୁଅର ମାଡରେ ବାପର ମୃତ୍ୟୁ

ବାସୁଦେବପୁର ଗୋପବନ୍ଧୁ ନଗରରେ ଅଭାବନୀୟ ଘଟଣା।  ପୁଅର ମାଡରେ ବାପର ମୃତ୍ୟୁ ହୋଇଛି। ଆଜି ଗୋପବନ୍ଧୁ ନଗର ପଞ୍ଚାୟତ  ଶାସମଲ ଘେରୀ ଗାଁରେ  ପୁଅ ଠେଙ୍ଗାମାଡରେ ବାପାର ମୃତ ହୋଇଛି। ବାପା ହେଲେ ଦୁଃଖିଶ୍ୟାମ ମଣ୍ଡଳ ଓ ପୁଅ ବୁଦ୍ଧିରାମଙ୍କ ମଧ୍ୟ Aରେ କୌଣସି କାରଣରୁ  ଯୁକ୍ତି ତର୍କ ହୋଇଥିଲା । ପୁଅ ଉତକ୍ଷିପ୍ତ ହୋଇ ବାପାଙ୍କୁ ଠେଙ୍ଗାରେ ମାଡ଼ ମାରିଥିଲା । ବାପାଙ୍କ ଗୁରୁତର ଅବସ୍ଥାରେ ପରିବାରଲୋକେ ଉଦ୍ଧାର କରି ବାସୁଦେବପୁର ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *