ପିକଅପ ଭ୍ୟାନରୁ ୭୨ କେଜି ଗଞ୍ଜେଇ ଜବତ : ନାବାଳକକୁ ଧରି ଜୁଭେନାଇଲ କୋର୍ଟକୁ ପଠାଗଲା

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ଲକ୍ଷ୍ମୀନାରାୟଣପୁର ରାସ୍ତାରେ ପୋଲିସ ଚଢ଼ଉ କରି ଏକ ପିକଅପ ଭ୍ୟାନରୁ ୭୨ କେଜି ଗଞ୍ଜେଇ ଜବତ କରିଛି । ଗାଡିର ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ବେଳେ ଗାଡିରେ ଥିବା ଜଣେ ୧୭ ବର୍ଷିୟ ନାବାଳକକୁ ପୋଲିସ ଧରି ଜୁଭେନାଇଲ କୋର୍ଟକୁ ପଠାଇଛି । ସଚିନାରୁ ଏହି ଗଞ୍ଜେଇ ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡିଛି ବୋଲି ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *