ଭୁବନେଶ୍ବର ରାସ୍ତା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଲିଙ୍ଗରାଜ ଷ୍ଟେସନ ନିକଟ ଇଲେକ୍ଟ୍ରି ସବ୍‌ଷ୍ଟେସନ ସମ୍ମୁଖରୁ ମୃତଦେହ ଉଦ୍ଧାର I ବେକରେ ରଶି ଲଗାଇବା ଅବସ୍ଥାରେ ଯୁବକଙ୍କ ମୃତଦେହ ଜବତ ହୋଇଛି l ଘଟଣାସ୍ଥଳରେ ପହଞ୍ଚି ଏୟାରଫିଲ୍ଡ ଥାନା ପୋଲିସର ଛାନଭିନ୍ ହୋଇଛି l ମିଳିଛି ମୃତ ବ୍ୟକ୍ତିଙ୍କ ପରିଚୟ । ମୃତ ବ୍ୟକ୍ତି ଙ୍କ ନାମ ରବୀନ୍ଦ୍ର ନାୟକ ହୋଇଥିବା ବେଳେ ୟୁନିଟ୍ ୮ ନାରାୟଣ ବସ୍ତି ରେ ପରିବାର ସହ ରୁହନ୍ତି । ରବିନ୍ଦ୍ର ନାୟକ BMC ରେ କାର୍ଯ୍ୟ କରନ୍ତି । କାଲି ରାତିରେ ବସ୍ତି ରେ ଝଗଡା ହୋଇଥିଲା ପରେ ସେ କ୍ୟାପିଟାଲ ଥାନା କୁ ଆସିଥିଲେ । ବାଟରୁ ଅପହରଣ କରି ମାରିଦେଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ। ତେବେ ଘଟଣାସ୍ଥଳରେ ଲିଙ୍ଗରାଜ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *