ଯୌତୁକ ନିର୍ଯାତନା ଭଳି ସଙ୍ଗିନ ଅଭିଯୋଗ ଆଣିଲେ ବିଜେଡି ବାଧାୟକ ଶଶିଭୂଷଣଙ୍କ ବୋହୁ ରୋନାଲି

Spread the love

ଭୁବନେଶ୍ୱର : ବିଜେ଼ଡି ବଧାୟକ ଶଶିଭୁଷଣଙ୍କ ବୋହୁ ରୋନାଲି ନିଜ ସ୍ୱାମି ଓ ଶଶୁର ଘର ବରୁଦ୍ଧରେ ଆଣିଲେ ଯୌତୁକ ନିର୍ଯାତନା ଓ ମାରପିଟ ଅଭିଯୋଗ । ଏନେଇ ବାଙ୍କି ଥାନା ପୋଲିସ ଏତଲା ରୁଜୁ କରିଛି । ରୋନାଲି ଅଭିଯୋଗ କରିଛନ୍ତି ଯେ ତାଙ୍କ ଶଶୁର ଘର ଲୋକେ 40 ଲକ୍ଷ ଟଙ୍କା ଦାବି କରି ତାଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା ଦେଉଥିଲେ ।

ଏନେଇ ବଧାୟକ ଶଶିଭୁଷଣ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ , ବୋହୁ ଆମଘରେ ମାତ୍ର ମାସେ ପାଖିପାଖି ରହି ତାଙ୍କ ବାପ ଘରକୁ ଚାଲି ଯାଇଥିଲେ । ଏବଂ ବୋହୁ ଅଣିଥିବା ସମସ୍ତ ଅଭିଯୋଗ ଭିତ୍ତିହିନ ।

Leave a Reply

Your email address will not be published. Required fields are marked *