ବେଆଇନ ଗୋ ଚାଲାଣ ବେଳେ ଗୋରୁ ଉଦ୍ଧାର

Spread the love

ଭଦ୍ରକ : ବେଆଇନ ଗୋ ଚାଲାଣ ବେଳେ ୧୯ଟି ଗୋରୁଙ୍କୁ ଉଦ୍ଧାର କରାଯାଇଛି । ଚାନ୍ଦବାଲି ରାସ୍ତାରେ ଖାନକା ଛକ ଅଞ୍ଚଳରେ ଏକ କଣ୍ଟେନର ଗାଡ଼ିରେ ବେଆଇନ ଗୋ-ଚାଲାଣ କରାଯାଉଥିବା ବେଳେ ପୁରୁଣା ବଜାର ପୋଲିସ ଏହି କଣ୍ଟେନର ଗାଡି କୁ ଅଟକାଇ ଥିଲା । ଏହି କଣ୍ଟେନର ଗାଡ଼ିରେ ୧୯ ଟି ଗୋରୁ ଙ୍କୁ ପୁରୁଣା ବଜାର ପୋଲିସ ଉଦ୍ଧାର କରି ଗୋଶାଳା ରେ ଛାଡି ଥିବା ନେଇ ସିଟି ଡ଼ିଏସପି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *