ମାଓବାଦୀଙ୍କ ବୋମା ବିସ୍ଫୋରଣରେ ୫ ସିଆରପିଏଫ ଯବାନ ଆହତ

ମାଓବାଦୀଙ୍କ ବୋମା ବିସ୍ଫୋରଣରେ ୫ ସିଆରପିଏଫ ଯବାନ ଆହତ ହୋଇଛନ୍ତି।ସୁରକ୍ଷାକର୍ମୀଙ୍କୁ ଟାର୍ଗେର କରି ନକ୍ସଲ ବୋମା ବିସ୍ଫୋରଣ କରିଛନ୍ତି। ଉକ୍ତ ଘଟଣାରେ ୫ ସିଆରପିଏଫ ଯବାନ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ସୀମାନ୍ତ ଛତିଶଗଡ଼ର ଟେରାମ ଏବଂ ଗୁଡୁମ ମଧ୍ୟରେ୧୫୩ ସିଆରପିଏଫ ଯବାନ ସର୍ଚ୍ଚ ଅପରରସନ କରୁଥିବା ବେଳେ ନକ୍ସଲଙ୍କ ଆଇଡି ବ୍ଲାଷ୍ଟ ହୃଇଥିଲା।ଏହି ଘଟଣାଟି ଚିନ୍ନା ଗେଲୁର କ୍ୟାମ୍ପ ଠାରୁ ମାତ୍ର ୫୦୦ ମିଟର ଦୂରରେ ଘଟିଛି।ଆହତ ଯବାନଙ୍କୁ ବିଜାପୁର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ସୁରକ୍ଷାକର୍ମୀ ଘଟଣା ସ୍ଥଳରେ ସର୍ଚ୍ଚ ଓପେରସନ ଜୋରଦାର କରୁଥିବା ଜଣା ପଡିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *