ଘଟଗାଁ : ଭିଜିଲାନ୍ସ ଜାଲରେ ପଡିଛନ୍ତି ଘଟଗାଁ ତହସିଲ କାର୍ଯ୍ୟାଳୟର ଜୁନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ୍ ଦେବାଶିଷ ପଣ୍ଡା । ପଟ୍ଟା ପାର୍ଟିସନ୍ ପାଇଁ ସେ ଆଜି ଜଣକ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ମାନଙ୍କ ହାତରେ ଧରାପଡିଛନ୍ତି । ଭିଜିଲାନ୍ସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now