କିଟ୍ ଘଟଣାରେ ଆଉ ୩ଜଣଙ୍କୁ ହାଜର ଲାଗି ସରକାରଙ୍କ ଉଚ୍ଚସ୍ତରୀୟ କମିଟି ନୋଟିସ କରିଛି। କିଟ୍ ର DIRECTOR OF STUDENTS AFFAIR, DG INTERNATIONAL RELATIONS, DIRECTOR ADMINISTRATIVEଙ୍କୁ ହାଜର ଲାଗି ନୋଟିସ ହୋଇଛି। କିଟ୍ ର ୩ ଜଣ ଛାତ୍ରଙ୍କୁ ପଚରାଉଚୁରା ଲାଗି ରାଜ୍ୟ ଅତିଥିଭବନରେ ଉଚ୍ଚସ୍ତରୀୟ କମିଟି ନିକଟରେ ହାଜର ଲାଗି ବି ନିର୍ଦେଶ ଦିଆଯାଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now