ଦେଶି ମଦ ଚାଲାଣ ବେଳେ ଜଣେ ଗିରଫ

Spread the love

ଜୟପୁର : ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ବିଭାଗ ଚଢାଉ କରି ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ହାନାଗୁଡାର ଦିନ ମଣି ବାଘ । ଅବକାରୀ ବିଭାଗ ସୂଚନା ଅନୁଯାଇ ହାନାଗୁଡାର ଦିନ ମଣି ବାଘ ଏକ ମୋଟର ଟ୍ୟୁବରେ ଦେଶି ମଦ ଚାଲାଣ କରୁଥିବା ବେଳେ ଜୟପୁର ଅବକାରି ବିଭାଗ ଚଢାଉ କରିଥିଲା । ଚଢାଉ କରି ୧୨ ଲିଟର ଦେଶି ମଦ ଜବତ କରି ମହିଳାକୁ ଗିରଫ କରିଥିବା ଜୟପୁର ଅବକାରି ଓଆଇସି ସଞ୍ଜୟ କୁମାର କାଣ୍ଡି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *