ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ

Spread the love

ଜଗତସିଂହପୁର: ପାରାଦ୍ୱୀପ ଲକ୍ ଥାନା ଅଞ୍ଚଳରେ ପୁଣି ଲଜ୍ଜା। ନାବାଳିକାକୁ  ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ ହୋଇଛି। ମୂଷାଡିଆ ଗାଁରୁ ଜୈନିକ ନାବାଳିକାକୁ ଜଣେ ସ୍କୁଲ ଗାଡି ଚଳାଉଥିବା ଡ୍ରାଇଭର୍ କାରରେ ଅପହରଣ କରି ନେଇ ସ୍ଥାନୟ ଭୀମାନାସିରେ 3 ଦିନ ଧରି ଏକ ଘରେ ରଖି ଦୁଷ୍କର୍ମ କରିଥିଲା । ପୀଡିତାଙ୍କୁ ଉଦ୍ଧାର କରାଯାଇ ପାରାଦୀପ୍ ଲକ୍ ଥାନା ରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ସମ୍ପୃକ୍ତ ଯୁବକ କୁ ଅଟକ ରଖିଛି।

ଗତ କିଛି ଦିନ ତଳେ ଜଣେ ଆଶା ଦିଦି ଙ୍କୁ କାର ରେ ଉଠାଇ ନେଇ ଚାରି ଜଣ ଯୁବକ ଗଣ ଦୁଷ୍କର୍ମ କରିଥିବା ଘଟଣା ସାମ୍ନାକୁ ଆସିଥିଲା।

Leave a Reply

Your email address will not be published. Required fields are marked *