ନବମ ଶ୍ରେଣୀ ଛାତ୍ରୀ ଙ୍କୁ ଦୁଷ୍କର୍ମ ଉଦ୍ୟମ ବେଳେ ଗୁରୁତର ଅବସ୍ଥା ରେ ଉଦ୍ଧାର କଲେ ଗ୍ରାମବାସୀ । ଯୁବକ ଙ୍କୁ ବାନ୍ଧି ନିର୍ଧୁମ ମାଡ଼ ମାରି ପୋଲିସ ଜିମା ଦେଲେ l ଯୁବକ ର ବାଇକ କୁ ଜାଳିଦେଲେ ଉତ୍ୟକ୍ତ ଲୋକ, ଘଟଣା ସ୍ଥଳ ରେ ସିମୁଳିଆ ପୋଲିସ ପହଁଚି ଯୁବକ କାବୁ କରିବା ସହିତ ଅଂଚଳ ରେ ଉତେଜନା l ଯୁବକ ହେଉଛନ୍ତି ଅନ୍ତରା ଗ୍ରାମ ର ପ୍ରଶାନ୍ତ ସାମଲ। ଛାତ୍ରୀ ଜଣ ଙ୍କ ଟିଉସନ ସାରି ଘରକୁ ଫେରୁଥିବା ବେଳେ ସିମୁଳିଆ ଥାନା ଅନ୍ତରା କେନାଲ ବନ୍ଧ ନିକଟରେ କରିଥିଲେ ଦୁସ୍କର୍ମ l ଛାତ୍ରୀ ଙ୍କ ସାଇକେଲ ଓ ବହି ଙ୍କୁ କେନାଲ ଙ୍କୁ ଫିଙ୍ଗି ଦେଇଥିଲେ ଯୁବକ l
ଗତକାଲି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଅନ୍ତରା ଗ୍ରାମ ରେ ନବମ ଶ୍ରେଣୀ ଛାତ୍ରୀ ଙ୍କୁ ଦୁଷ୍କର୍ମ ଘଟଣାର ଆଜି ଘଟଣା ସ୍ଥଳ ରେ ପହଁଚିଲେ ବାଲେଶ୍ୱର ଏସପି ରାଜ ପ୍ରସାଦ, SDPO ଶୁଭ୍ରାଂଶୁ ଶେଖର ନାୟକ, ଅତିରିକ୍ତ ଏସପି ନିରଞ୍ଜନ ବେହେରା। ଘଟଣା ସ୍ଥଳରେ ପହଞ୍ଚି ଘଟଣା ହୋଇଥିବା ସ୍ଥାନର ବିଭିନ୍ନ ଦିଗ ଉପରେ ତଦନ୍ତ କରିବା ସହିତ ପୋଖରୀ ରେ ପଡ଼ିଥିବା ଯୁବକର ପେଣ୍ଟ ସାର୍ଟ କୁ ଉଦ୍ଧାର କରିଥିଲେ l ସେହି ଗ୍ରାମର ବିଭିନ୍ନ ଲୋକ ମାନଙ୍କୁ ପଚରାଉଚରା କରିଥିଲେ l ଏଥିରେ ବାଲେଶ୍ୱର ସାଇଣ୍ଟିପିକ ଟିମ ସମେତ ସିମୁଳିଆ ଆଇଆଇସି ଶ୍ରବଣ କୁମାର ମହାରଣା ଉପସ୍ଥିତ ଅଛନ୍ତି l ଅନ୍ୟପଟେ ବିଜେଡି ର ଏକ ଟିମ ଭଦ୍ରକ ମେଡିକାଲ ଯାଇ ପୀଡିତା ଭେଟିବା ର କାର୍ଯ୍ୟକ୍ରମ ଅଛି l
Naxatra News is now on Whatsapp
Join and get latest news update delivered to you via whatsapp
Join Now