ଗଞ୍ଜାମ ଜିଲ୍ଲାର ଇଷ୍ଟ ଦେବି ତଥା ଆଦି ଶକ୍ତି ମାଁ ତାରାତାରିଣୀଙ୍କ ପୀଠ ରୁ ଚୋରି ହୋଇଥିବା ଅଭିଯୋଗ । ମାଁ ଙ୍କ ଦୁଇଟି ରୁପା ମୁଖ ମୁକୁଟ ସାଙ୍ଗ କୁ ମନ୍ଦିର ଗର୍ଭ ଗୃହରେ ଥିବା ହୁଣ୍ଡି ଭାଙ୍ଗି ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରତି ଦିନ ଭଳି ଗତକାଲି ରାତିରେ ମଧ୍ୟ ମାଁଙ୍କ ର ପହଡ ପକା ଯାଇଥିଲା। ଆଜି ପୁଜକ ମାଁଙ୍କ ପହଡ ଖୋଲିବା ପରେ ଚୋରି ହୋଇଥିବା ଜଣାପଡିଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now