Daily News

ଚାଇନାରେ ଭାରତୀୟ ବ୍ଲଗରଙ୍କୁ ୧୫ ଘଣ୍ଟା ଅଟକ

ଭାରତୀୟ ବ୍ଲଗରଙ୍କୁ ଚାଇନାରେ ୧୫ ଘଣ୍ଟା ଧରି ଅଟକ। କେବଳ ଭୁଲ୍ ଏତିକି ଥିଲା ଯେ, ଅରୁଣାଚଳପ୍ରଦେଶ ଭାରତର ଅଂଶ ବୋଲି ଏକ ପୁରୁଣା ଭିଡ଼ିଓରେ ସେ…

ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ପ୍ରକଳ୍ପଗୁଡ଼ିକର ଉଚ୍ଚସ୍ତରୀୟ ସମୀକ୍ଷା

ରାଜ୍ୟର ସହରାଞ୍ଚଳଗୁଡ଼ିକରେ କାର୍ଯ୍ୟକାରୀ ହେଉଥିବା ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା (MSBY) ଅଧୀନ ପ୍ରକଳ୍ପଗୁଡ଼ିକର ଆଜି ଗୃହନିର୍ମାଣ ଓ ନଗର ନ୍ନୟନ ମନ୍ତ୍ରୀ ଡ଼. କୃଷ୍ଣ ଚନ୍ଦ୍ର…

୨୦ ବର୍ଷ ପରେ ଏକାଠି ହେଲେ ଠାକରେ ବ୍ରଦର୍ସ: ମହାନଗର ନିର୍ବାଚନରେ ମେଣ୍ଟ- ପଛରେ ମୁମ୍ୱାଇ ମାନୁଷ ଥିଓରୀ

୨୦ ବର୍ଷ ପରେ ଠାକରେ ବ୍ରଦର୍ସଙ୍କ ଭିତରେ ମେଣ୍ଟ। ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଓ ଏମଏନଏସ ବା ମହାରାଷ୍ଟ୍ର ନବନିର୍ମାଣ ସେନାର ସଭାପତି ରାଜ…

ବିନା ଟାଓ୍ୱାରରେ ମିଳିବ ନେଟଓ୍ୱର୍କ- ଇସ୍ରୋ ରଚିଲା ଇତିହାସ

ଇତିହାସ ରଚିଲା ଇସ୍ରୋ। ବାହୁବଳୀ ରକେଟ୍ LVM3-M6 ବ୍ଲୁବାର୍ଡ ସାଟେଲାଇଟର କଲା ସଫଳ ଉତକ୍ଷେପଣ। ଶ୍ରୀହରିକୋଟାର ସତୀଶ ଧଓ୍ୱନ ସ୍ପେଶ୍ ସେଣ୍ଟରରୁ ୬୧୦୦ କିଲୋଗ୍ରାମ ଓଜନର ବ୍ଲୁ-ବାର୍ଡ…

ପରଲୋକରେ ଜ୍ଞାନପୀଠ ବିଜେତା ବିନୋଦ କୁମାର ଶୁକ୍ଳା

ପରଲୋକରେ ଜ୍ଞାନପୀଠ ପୁରଷ୍କାର ବିଜେତା ବିନୋଦ କୁମାର ଶୁକ୍ଳା। ଛତିଶଗଡ଼ର ପ୍ରଖ୍ୟାତ ହିନ୍ଦୀ ସାହିତ୍ୟିକ ତଥା ଲେଖକ ବିନୋଦଙ୍କ ୮୯ ବର୍ଷ ବୟସରେ ପରଲୋକ ଘଟିଛି। ରାୟପୁର…

ଉନ୍ନାଓ ଦୁଷ୍କର୍ମ ମାମଲା- କୁଲଦୀପଙ୍କୁ ହାଇକୋର୍ଟରୁ ଜାମିନ୍, ହେଲେ ଏବେ ଜେଲରୁ ପାଇବେନି ମୁକ୍ତି

ଉନ୍ନାଓ ଦୁଷ୍କର୍ମ ମାମଲାରେ ବହିଷ୍କୃତ ବିଜେପି ନେତା କୁଲଦୀପ ସିଂ ସେଙ୍ଗାରଙ୍କ ଆଜୀବନ କାରାଦଣ୍ଡକୁ ସସପେଣ୍ଡ କଲେ ଦିଲ୍ଲୀ ହାଇକୋର୍ଟ। ଏହା ସହ ସସର୍ତ୍ତମୂଳକ ଜାମିନ ଦେଇଛନ୍ତି।…

ହାଇଦ୍ରାବାଦରୁ ଫେରି ଗଣମାଧ୍ୟମକୁ ଭେଟିଲେ ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦରେ ଆୟୋଜିତ ୨ ଦିନିଆ ଓଡ଼ିଶା ନିବେଶକ ସମ୍ମିଳନୀ ଓ ରୋଡଶୋରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡିଶା ଭାରତର ସର୍ବବୃହତ ନିବେଶ କେନ୍ଦ୍ର…

ପୁଲିସ ସହାୟତା ଲାଗି ନିର୍ଦେଶ ଦେଇପାରିବେ ସିଭିଲ କୋର୍ଟ

ସିଭିଲ କୋର୍ଟ ନିଜ ନିର୍ଦେଶାନାମାକୁ କାର୍ଯ୍ୟକାରୀ ଲାଗି ପୁଲିସ ସହାୟତା ନେଇପାରିବେ। ଏଭଳି କହିଛନ୍ତି ଓଡ଼ିଶା ହାଇକୋର୍ଟ। ଏନଫୋର୍ସମେଣ୍ଟ ଲାଗି ପୁଲିସକୁ ନିୟୋଜିତ କରି ଅର୍ଡରକୁ କାର୍ଯ୍ୟକାରୀ…

ଆଖି ଆଗରେ ଜଙ୍ଗଲଜମି ଜବରଦଖଲ ଚାଲିଛି- ସରକାର ଦେଖଣାହାରୀ ସାଜିଛନ୍ତି

ସରକାରଙ୍କ ଆଖି ଆଗରେ ଜଙ୍ଗଲ ଜମି ଜବରଦଖଲ ଚାଲିଛି। ହେଲେ ଅଧିକାରୀ ଦେଖଣାହାରୀ ସାଜିଛନ୍ତି। ଉତ୍ତରାଖଣ୍ଡ ସରକାରଙ୍କ ଉପରେ ଏଭଳି ବର୍ଷିଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ…

ବିନା ନୋଟିସରେ କମ୍ପାନୀ ଓ କାରଖାନାରେ ଝୁଲିବ ତାଲା

ଦିଲ୍ଲୀରେ ବାୟୁ ପ୍ରଦୂଷଣର ହାର ସାଂଘାତିକ ସ୍ଥିତିରେ । ଏହାକୁ ମୁକାବିଲା କରିବାକୁ ଦିଲ୍ଲୀ ସରକାର ଅଣ୍ଟା ଭିଡ଼ିଛନ୍ତି। କମ୍ପାନୀରୁ ନେଇ କାରଖାନା ଯାଏ। ସମସ୍ତଙ୍କୁ ଚେତାବନୀ…

ନୂଆ ପାର୍ଟି ଗଢ଼ିବା ସହ ମମତାଙ୍କୁ ଚ୍ୟାଲେଞ୍ଜ କଲେ କବିର୍

ଟିଏମସିରୁ ନିଲମ୍ୱିତ ବିଧାୟକ ହୁମାୟୁଁ କବିର ନୂଆ ଦଳ ଗଢ଼ିଲେ। ନୂଆ ଦଳର ନାଁ ଜନତା ଉନ୍ନୟନ ପାର୍ଟି। ଦଳ ଘୋଷଣା ସହ ମମତାଙ୍କୁ ଚାଲେଞ୍ଜ୍ କରିଛନ୍ତି…

ସହିଦନଗର ଗଣଦୁଷ୍କର୍ମ- ରେଡ଼ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ଗଣଦୁଷ୍କର୍ମ କେସ

ସହିଦନଗର ଗଣଦୁଷ୍କର୍ମ କେସ । ରେଡ଼ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ଗଣଦୁଷ୍କର୍ମ କେସ । କମିଶନରେଟ ପୋଲିସ କୁ ତଦନ୍ତରେ ସହଯୋଗ କରିବ କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ…