Daily News

କ୍ଲିନିକରେ ପଶି ପିଟିଲେ ଏଡିଏମ୍- ହଡ଼ତାଳରେ ବିହାର ଅରରିୟା ଜିଲାର ସମସ୍ତ ଘରୋଇ ଡାକ୍ତର

ଇନସପେକ୍ସନ ବେଳେ ଅତିରିକ୍ତ ଜିଲ୍ଲାପାଳଙ୍କ ଦବଙ୍ଗଗିରି। ଡାକ୍ତରଙ୍କୁ ମାରିଲା ଚାପୁଡା। ବିହାର ଅରରିୟା ଜିଲ୍ଲାର ଏଡିଏମ ଏକ କ୍ଲିନିକକୁ ଯାଞ୍ଚ କରିଯିବା ବେଳେ ଏଭଳି ଅଭାବନୀୟ ଘଟଣା…

ଲିକର ପାର୍ଟିରୁ ଲିଭ-ଇନ-ପାର୍ଟନରଙ୍କୁ ମର୍ଡର: ବଚସାରୁ ପଥରରେ ଛେଚିଦେଲେ

ଛାତ ଉପରେ ଚାଲିଥିଲା ଲିକର ପାର୍ଟି। କୌଣସି କଥାରୁ ବଚସା ଓ ହାତାହାତିରୁ ଲିଭ୍ ଇନ ପାର୍ଟନର ଶୁଭମ ତାମଟା ଓ ଲକ୍ଷ୍ମୀ ପୋଖରିୟାଙ୍କୁ ନିର୍ମମ ହତ୍ୟା…

ପିଏମଓର ନୂଆ ଠିକଣା ସେବାତୀର୍ଥ- ନୂଆ ଅଫିସରେ କେଉଁ ଫାଇଲରେ ମୋଦି ମାରିଲେ ମୋହର

ବଦଳିଗଲା ପିଏମଓର ଠିକଣା। ପିଏମଓର ନୂଆ ଠିକଣା ହେଲା ସେବା ତୀର୍ଥ।  ପ୍ରଧାନମନ୍ତ୍ରୀ ମୋଦି ଆଜି ସେବା ତୀର୍ଥ ବିଲିଡିଂ କମ୍ପ୍ଲେକ୍ସର ଉଦଘାଟନ ସହ କର୍ତ୍ତବ୍ୟ ଭବନକୁ…

ବାଂଲାଦେଶରେ ବିଏନପିର ବଡ଼ ଜିତ୍- ତାରିକ୍ ପରବର୍ତ୍ତୀ ପିଏମ୍

ବାଂଲାଦେଶରେ ବିଏନପିର ବଡ଼ ଜିତ୍। ତାରିକ ରେହେମାନ ବାଂଲାଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ। ନିର୍ବାଚନରେ ଡବଲ ସେଞ୍ଚୁରୀ ମାରିଲା ବିଏନପି। ଦୁଇ ତୃତୀୟାଂଶ ଆସନରେ ଜିତି ବାଂଲାଦେଶ ଜନତାଙ୍କ…

ଏପଷ୍ଟିନ୍ ଫାଇଲ୍- ପୁରୀଙ୍କ ସ୍ପଷ୍ଟତା ପରେ ବି ଥମୁନାହାନ୍ତି ବିରୋଧୀ

ଏପଷ୍ଟିନ ଫାଇଲ୍ସ ଉପରେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ପ୍ରେସମିଟରେ ସବୁ କଥା କହିବା ସତ୍ତ୍ୱେ ବିରୋଧୀଙ୍କ ପ୍ରଶ୍ନ ସରୁନି। ହରଦୀପ ସିଂ ରାହୁଲଙ୍କ ଅଭିଯୋଗକୁ ଖଣ୍ଡନ…

ଶ୍ରୀମନ୍ଦିର ଉପରେ ଅବୈଧ ଡ୍ରୋନ ଉଡାଣ ଚେଷ୍ଟା-ଯୁବକ ଅଟକ

ଜଗନ୍ନାଥ ମନ୍ଦିର ଉପରେ ଅବୈଧ ଡ୍ରୋନ ଉଡାଣ ଚେଷ୍ଟା କରୁଥିବା ଯୁବକକୁ ଅଟକ। ଶ୍ରୀଜଗନ୍ନାଥ ମନ୍ଦିର ଚାରିପାଖରେ ଡ୍ରୋନ ଉଡାଣ ଉପରେ କଟକଣା ଜାରି ରହିଥିବା ସତ୍ତ୍ୱେ…

ଚେକ୍‌ ବାଉନ୍ସ ମାମଲା- ରାଜପାଲଙ୍କ ଜାମିନ ଖାରଜ

ଅଭିନେତା ରାଜପାଲ ଯାଦବଙ୍କ ଜାମିନ ଖାରଜ କଲେ କୋର୍ଟ। ପ୍ରତିଶୃତି ନିର୍ବାହ କରିନଥିବାରୁ କୋର୍ଟ ରାଜପାଲଙ୍କୁ ଜାମିନ୍ ଦେଲେନି। ଚେକ ବାଉନ୍ସ ମାମଲାରେ ରାଜପାଲ ଜେଲରେ ଅଛନ୍ତି।…

ଲାମ୍ୱରଗିନି ଆକ୍ସିଡେଣ୍ଟ ମାମଲା- ଗିରଫର ୭ଘଣ୍ଟାରେ ଜାମିନ୍ ପାଇଲେ ଅରବପତିଙ୍କ ପୁଅ ଶିବମ ମିଶ୍ରା

କାନପୁରର ବହୁ ଚର୍ଚ୍ଚିତ ଲାମ୍ୱରଗିନି ଆକ୍ସିଡେଣ୍ଟ ଘଟଣା। ଅରବପତି କେକେ ମିଶ୍ରାଙ୍କ ପୁଅ ଶିବମ ମିଶ୍ରାଙ୍କୁ ପୁଲିସ ଗିରଫ କରିଥିଲା। ହେଲେ ଗିରଫର ୭ଘଣ୍ଟାରେ ଜାମିନ ପାଇଗଲେ…

ସୁପର ଓଭରରେ ଜିତିଲା ସାଉଥଆଫ୍ରିକା – ଦମଦାର ପ୍ରଦର୍ଶନ କଲା ଆଫଗାନିସ୍ତାନ ଟିମ୍

ସୁପର ଓଭରରେ ସୁପର୍ ବାଜି ମାରିଲା ସାଉଥ ଆଫ୍ରିକା। ଆଫଗାନିସ୍ତାନକୁ ସୁପର ଓଭରରେ ହରାଇଲା ଦକ୍ଷିଣ ଆଫ୍ରିକା। ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନ ଭିତରେ ଆଜି ଟି-ଟ୍ୱେଣ୍ଟି…

ରାହୁଲଙ୍କ ବିରୁଦ୍ଧରେ ସ୍ୱାଧୀକାର ଭଙ୍ଗ- ୫ଟା ସୁଦ୍ଧା ମହଲତ ଦେଲେ ସରକାର

ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ସ୍ୱାଧୀକାର ଭଙ୍ଗ ପ୍ରସ୍ତାବ ଆଣିବେ ସରକାର। ଏ ସମ୍ପର୍କିତ ନୋଟିସ୍ ପଠାସରିଛି। ନୋଟିସ ଅନୁସାରେ ରାହୁଲଙ୍କୁ ଆଜି ସଂଧ୍ୟା ୫ଟା ସୁଦ୍ଧା ଜବାବ…

ଅଜିତ ପାଓ୍ୱାରଙ୍କ ବିମାନ କ୍ରାସ୍- ଶତପ୍ରତିଶତ ଷଡ଼ଯନ୍ତ୍ର ବାରିଲେ ପୁତୁରା ରୋହିତ

ବାରାମତିରେ ଅଜିତ ପାଓ୍ୱାରଙ୍କ ବିମାନ ଦୁର୍ଘଟଣା ପଛରେ ଗଭୀର ଷଡ଼ଯନ୍ତ୍ର ବାରିଛନ୍ତି ରୋହିତ ପାଓ୍ୱାର। ଅଜିତଙ୍କ ପୁତୁରା ରୋହିତ କହିଛନ୍ତି, ବାରାମତିରୁ ଶାମଶାବାଦ୍ ଲାଗି ଉଡ଼ାଣ ଭରୁଥିବା…