ଦ୍ଵିତୀୟ ବଡ ମହାଶକ୍ତି ହେବ ଭାରତ

Spread the love

ଆଗତ କିଛି ଦଶନ୍ଧି ମଧ୍ୟରେ ଭାରତ ଦ୍ରୁତ ଗତିରେ ଆଗକୁ ବଢ଼ି ଏକ ବୃହତ ମହାଶକ୍ତିରେ ପରିଣତ ହେବ। ଜାପାନ କିମ୍ବା ଜର୍ମାନି ନୁହେଁ, ଏହା ଆମେରିକାକୁ ଅତିକ୍ରମ କରିଯିବ। ୨୦୭୫ ସୁଦ୍ଧା ଭାରତ ବିଶ୍ବର ଦ୍ବିତୀୟ ବଡ଼ ମହାଶକ୍ତି ଭାବେ ଉଭା ହେବ ବୋଲି ଇନଭେଷ୍ଟ୍‌ମେଣ୍ଟ୍‌ ବ୍ୟାଙ୍କର ଗୋଲ୍ଡମ୍ୟାନ୍‌ ସଚ୍‌ସ ଏହାର ରିପୋର୍ଟରେ ଆକଳନ କରିଛି। ଭାରତ ଏବେ ବିଶ୍ବର ପଞ୍ଚମ ବଡ଼ ଆର୍ଥିକ ମହାଶକ୍ତି ହୋଇରହିଛି। ଏହା ଉପରେ ଜର୍ମାନି, ଜାପାନ, ଚୀନ୍‌ ଓ ଆମେରିକା ରହିଛନ୍ତି। ଆମେରିକା ଏବେ ଶୀର୍ଷ ସ୍ଥାନରେ ଥିବା ବେଳେ ସେହି ସ୍ଥାନ ପ୍ରତି ଚୀନ୍‌ ବିପଦ ସୃଷ୍ଟି କରିବ।

Leave a Reply

Your email address will not be published. Required fields are marked *