କ୍ଲିନ ନୋଟ ପଲିସି ଅବଲମ୍ବନ କରି ଦେଶରେ ୨୦୦୦ ଟଙ୍କିଆ ଅଚଳ କରିବା ନିଷ୍ପତି ନେଇଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ

Spread the love

କ୍ଲିନ ନୋଟ ପଲିସି ଅବଲମ୍ବନ କରି ଦେଶରେ ୨୦୦୦ ଟଙ୍କିଆ ଅଚଳ କରିବା ନିଷ୍ପତି ନେଇଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ l ସେପ୍ଟେମ୍ବର ୩୦ ପରେ ଦେଶରେ ଆଉ ଚଳିବନି ୨ ହଜାର ଟଙ୍କା ନୋଟ l ବିଶେଷ କରି କେନ୍ଦ୍ର ସରକାର ଡିଜିଟାଲ ଟ୍ରାଞ୍ଜସନ ଉପରେ ଗୁରୁତ୍ୱ ଦେଇ ଏପରି ନିଷ୍ପତ୍ତି ଗ୍ରହଣ କରିଛନ୍ତି l ଏଣିକି କେବଳ ୫୦୦ ଟଙ୍କିଆ ନୋଟ ଚାଲିବ l ୨୦୧୯ ପରଠୁ ୨ ହଜାର ଟଙ୍କାର ନୋଟ ଛପା ବନ୍ଦ କରି ଦିଆଯାଇଛି ତେଣୁ ବଜାର ରେ କେବଳ ୧୦ ପ୍ରତିଶତ ୨ ହଜାର ଟଙ୍କିଆ ନୋଟ ଅଛି l କମ ପରିମାଣ ନୋଟ ଥିବାରୁ ସାଧାରଣ ଲୋକେ ପ୍ରଭାବିତ ହେବେ ନାହିଁ l

Leave a Reply

Your email address will not be published. Required fields are marked *