ଆଜିଠୁ ଓଜେଇଇ କାଉନସେଲିଂ । ସରକାରୀ ଏବଂ ବେସରକାରୀ ଇଞ୍ଜିନିୟରିଂ ମହାବିଦ୍ୟାଳୟ ଏବଂ ଘରୋଇ ବିଶ୍ବ ବିଦ୍ୟାଳୟ ସ୍ନାତ୍ତୋକତର ବୈଷୟିକ ପାଠ୍ୟକ୍ରମରେ ନାଁ ଲେଖାଇବା ପାଇଁ ଆଜିଠାରୁ କାଉନସେଲିଂ ଆରମ୍ଭ ହୋଇଛି ।
www.ojee.nic.in ରେ ଲଗଇନ୍ କରି ଛାତ୍ରଛାତ୍ରୀ ପଞ୍ଜୀକରଣ କରିପାରିବେ । ଏମଟେକ୍ , ଏମ୍ଆର୍କ , ଏମ୍ ପ୍ଲାନ , ଏମବିଏ , ଏମସିଏ ,ଓ କମ୍ପ୍ୟୁଟର ସାଇନସ୍ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନଲାଇନରେ ପଞ୍ଜୀକରଣ କରିପାରିବେ । ଆଜି ୧୧ଟାରୁ ପଞ୍ଜୀକରଣ ଆରମ୍ଭ ହେବ । ଅଗଷ୍ଟ ୧୭ ତାରିକ ପର୍ଯ୍ୟନ୍ତ ଚାଲିବ ନାମଲେଖା ପ୍ରକ୍ରିୟା ।

Naxatra News is now on Whatsapp
Join and get latest news update delivered to you via whatsapp
Join Now