ମହୁମାଛି ଆକ୍ରମଣରେ ବୃଦ୍ଧ ମୃତ

କଟକ: ବାଙ୍କୀ ବ୍ଲକ କଳାପଥରେ ଅଞ୍ଚଳର ଲେମ୍ବେରୀ କୃଷ୍ଣପଲ୍ଲୀ ରାସ୍ତାରେ ବାଘୁଆ ମହୁମାଛି ଆକ୍ରମଣ ରେ ଜଣେ ମୃତ, ୩ ଜଣ ଆହତ l ଆଜି ସକାଳୁ ମୁଗ ଜମିକୁ ଯାଉଥିବା ବେଳେ ମହୁମାଛି ଆକ୍ରମଣ ରେ ଶିକାର ହୋଇଥିଲେ ଲେମ୍ବେରୀ ଗ୍ରାମର ୪ ଜଣ ବ୍ୟକ୍ତି l ୩ ଜଣ ଜୀବନ ବଞ୍ଚାଇ ଦୌଡ଼ି ପଳାଇ ଯାଇଥିଲା ବେଳେ ବୃଦ୍ଧ ଗୁଣ୍ଡୁଚି ପ୍ରଧାନ ବୟସ ୭୨ ବର୍ଷ  ପଡିଯାଇଥିଲେ l ଗ୍ରାମର କିଛି ଯୁବକ ଉଦ୍ଧାର କରି କଳାପଥର ଡାକ୍ତଖାନାକୁ ଚିକିତ୍ସା ପାଇଁ ନେଇଥିଲେ ମଧ୍ୟ ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏବେ ଗାଁରେ ଖେଳି ଯାଇଛି ଶୋକର ଛାୟା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *