ସଡକ ଦୁର୍ଘଟଣାରେ ୨୭ ମୃତ

Spread the love

ବେଜିଂ: ଚୀନର ଗୁଡଝୋଉରେ ରବିବାରକୁ ଏକ ଭୟଙ୍କର ସଡକ ଦୁର୍ଘଟଣାରେ ଅନ୍ୟୁନ ୨୭ ଲୋକଙ୍କ ମୃତ୍ୟୁ, ୨୦ରୁ ଅଧିକ ଆହତ। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସନ୍ଦୁ ସୁଇ ସ୍ବାୟତ କାଉଣ୍ଟିରେ ଏକ ବସ ରାଜମାର୍ଗରେ ଏହି ଦୁର୍ଘଟଣା ହୋଇଥିଲା।  ବସରେ ୪୭ ଲୋକ ଯାତ୍ରା କରୁଥିଲେ।  

Leave a Reply

Your email address will not be published. Required fields are marked *