ଚୀନ : ରେଷ୍ଟୁରାଣ୍ଟରେ ଗ୍ୟାସ ଟାଙ୍କି ଫାଟି ୩୧ ଜଣଙ୍କ ମୃତ୍ୟୁ, ୯ ଗିରଫ

Spread the love

ବେଜିଙ୍ଗ : ଚୀନର ଉତର-ପଶ୍ଚିମ ଅଞ୍ଚଳରେ ନିଙ୍ଗିଜୟାର ଏକ ରେଷ୍ଟୁରାଣ୍ଟରେ ଗ୍ୟାସ ଟାଙ୍କି ବିସ୍ଫୋରଣରେ ୩୧ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାରେ ୭ ଜଣ ଆହତ ହୋଇଛନ୍ତି । ଏହି ଘଟଣା ପରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ କଡ଼ା ସୁରକ୍ଷା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ ୯ ଜଣଙ୍କୁ ଗିରଫ କରାଯାଇଛି ।

Leave a Reply

Your email address will not be published. Required fields are marked *