ପାକିସ୍ତାନରେ ଅଛି କୁଖ୍ୟାତ ଆତଙ୍କବାଦୀ ଜୈଶ-ଇ-ମହମ୍ମଦର ମୁଖ୍ୟ ମୌଲାନା ମସୁଦ ଅଜହର। ଏନେଇ ତାଲିବାନୀ ମୁଖପାତ୍ର ଜବିଉହ୍ଲା ମୁଜାହିଦ ସୂଚନା ଦେଇଛନ୍ତି। ତେବେ ପୂର୍ବରୁ ମୌଲାନା ମସୁଦ ଅଜହରଙ୍କୁ ଗିରଫ କରିବା ପାଇଁ ପାକିସ୍ତାନ ଆଫଗାନସ୍ତାନକୁ ଚିଠି ଲେଖିଥିବା ବେଳେ ତାଲିବାନୀ ମୁଖ୍ୟପାତ୍ର ଏଭଳି ମନ୍ତବ୍ୟ ରଖିଛନ୍ତି । ସେ ମୌଲାନା ମସୁଦ ଆଫଗାନିସ୍ତାନରେ ଥିବା ଅସ୍ୱିକାର କରିବା ସହ ସେ ପାକିସ୍ତାନରେ ରହିଥାଇ ପାରନ୍ତି ବୋଲି ସୂଚନା ଦେଇଛନ୍ତି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now