ଦ୍ବିତୀୟ ପର୍ଯ୍ୟାୟରେ ବି ଋଷିଙ୍କ ବାଜିମାତ

Spread the love

ଲଣ୍ଡନ: ବ୍ରିଟେନର ପ୍ରଧାନମନ୍ତ୍ରୀ  ଚୟନ ପାଇଁ ଗୁରୁବାର ଅନୁଷ୍ଠିତ ଦ୍ବିତୀୟ ପର୍ଯ୍ୟାୟ ଭୋଟିଂରେ ମଧ୍ୟ ଋଷି ସୁନକଙ୍କ ବାଜିମାତ। ଦ୍ବିତୀୟ ପ୍ରତିଯୋଗିତାରେ ମଧ୍ୟ ଋଷି ଆଗରେ ରହିଛନ୍ତି। ଏଥିରେ ତାଙ୍କୁ ମିଳିଛି ୧୦୧ ଭୋଟ। ଏହି ଭୋଟିଂ ପରେ ଜଣେ ପ୍ରତିଯୋଗୀ ବାଦ ପଡିବା ପରେ ମୋଟ ୫ ଜଣ ରହିଛନ୍ତି।

ଗୁରୁବାର ବ୍ରିଟିସ ସଂସଦର ୩୫୮ ସାଂସଦ ୬ ପ୍ରାର୍ଥୀଙ୍କ ପାଇଁ ଭୋଟ ଦେଇଥିଲେ। ଏଥିରେ ସୁଏଲା ବେଅବରମେନ ମାତ୍ର ୨୭ ଭୋଟ ପାଇ ପ୍ରତିଯୋଗିତାର ବାହାର ହୋଇଯାଇଥିବା ବେଳେ କିନ୍ତୁ ପେନି ମୋର୍ଡଣ୍ଟ ୮୩ ଭୋଟରେ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି।

Leave a Reply

Your email address will not be published. Required fields are marked *