ମଝି ଆକାଶରେ ସାପ

Spread the love

ଦୁବାଇ: ମଝି ଆକାଶରେ ସାପ । ମଝି ଆକାଶରେ ବିମାନ ଉଡୁଥିବା ବେଳେ ଦେଖିବାକୁ ମିଳିଛି ସାପ । ତେବେ ଦୁବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଏୟାର ଇଣ୍ଡିଆ ଏକ୍ସପ୍ରେସର ଗୋଟିଏ ପ୍ଲାଇଟ କେରଳରୁ ଦୁବାଇ ଏୟାରପୋର୍ଟରେ ପହଞ୍ଚିଥିଲା । ଏହି ସମୟରେ ଫ୍ଲାଇଟ ର କାର୍ଗୋ ହୋଲ୍ଡରେ ଗୋଟିଏ ସାପ ଦେଖିବାକୁ ମିଳିଥିଲା । ସାପକୁ ଦେଖି ଭୟର ବାତାବରଣ ଖେଳିଯାଇଥିଲା । ତେବେ ଏହି ସାପ ବିମାନଯାତ୍ରୀଙ୍କୁ କୌଣସି ପ୍ରକାର କ୍ଷତି କରିନାହିଁ। ଯାତ୍ରୀ ଓ ସାପ କୁ ସୁରକ୍ଷିତ ଭାବେ ବିମାନରୁ ବାହାର କରାଯାଇଛି । ଏହି ମାମଲାରେ ଡିଜିସିଏ ଏହି ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *