ଯୁକ୍ତରାଷ୍ଟ୍ର ଆମେରିକା : ମିସୌରୀର କାନସାସ୍ ସିଟିରେ ଗୁଳି ବିନିମୟ, ତିନି ଜଣଙ୍କର ମୃତ୍ୟୁ, ଦୁଇଜଣ ଆହତ

Spread the love

ଗତକାଲି ମିସୌରୀର କାନସାସ ସିଟିର ଏକ ବାରରେ ଗୁଳି ବିନିମୟରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଥିଲେ ।

ପୀଡିତଙ୍କ ମଧ୍ୟରୁ ଦୁଇଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଜଣେ ବାର ଭିତରୁ ଏବଂ ଅନ୍ୟ ଜଣକ ବାର ବାହାରେ ଦେଖିବାକୁ ମିଳିଥିବାବେଳେକେଉଁ ପରିସ୍ଥିତିରେ ଗୁଳି ବିନିମୟ ହୋଇଛି ସେ ସମ୍ବନ୍ଧରେ ସବିଶେଷ ତଥ୍ୟ ମିଳିନାହିଁ ବୋଲି ପୋଲିସର ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *