ପ୍ରାକୃତିକ ବିପତ୍ତିରେ ଥରହର ସିକ୍କିମ

Spread the love

ପ୍ରବଳ ବର୍ଷା ଓ ଭୂସ୍ଖଳନରେ ଥରହର ହେଲାଣି ସିକ୍କିମ୍। ନର୍ଥ ସିକ୍କିମର କଟଅଫ୍ ଏରିଆରେ ଅଟକି ଥିବା ପ୍ରାୟ ୧୨ଶହ ପର୍ଯ୍ୟଟକଙ୍କୁ ଏୟାରଲିଫ୍ଟ କରାଯାଇଛି।

Leave a Reply

Your email address will not be published. Required fields are marked *