ଭବାନୀ ଶଙ୍କର ଭୋଇ ହେଲେ ଉପ-ବାଚସ୍ପତି

ଘୋଷଣା ହେଲା ଉପ-ବାଚସ୍ପତିଙ୍କ ନାଁ । ଭବାନୀ ଶଙ୍କର ଭୋଇ ହେଲେ ଉପ-ବାଚସ୍ପତି । ବାଚସ୍ପତି ସୁରମା ପାଢୀ କଲେ ନାଁ ଘୋଷଣା । ଦୁଇ ଦୁଇ ଥରର ତଳସରା ବିଧାନସଭା ଆସନରୁ ନିର୍ବାଚିତ ହୋଇଛନ୍ତି ଭବାନୀ ଶଙ୍କର। ୨୦୧୯ ଓ ୨୦୨୪ରେ ତଳସରାରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଭବାନୀ ଶଙ୍କରଙ୍କୁ ଉପ-ବାଚସ୍ପତି ପ୍ରାର୍ଥୀ ଭାବେ ଶାସକ ବିଜେପି ବାଛିଥିଲା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *