ରାଜଧାନୀରେ ରୋଡ୍ ସୋ କରିବେ ମୋଦୀ

୧୨ ତାରିଖ ଅପରାହ୍ନରେ ଭୁବନେଶ୍ବରରେ ରୋଡ ସୋ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜୟଦେବ ବିହାରରୁ ଜନତା ମଇଦାନ ଯାଏଁ ହେବ ରୋଡ ସୋ । ଜନତା ମଇଦାନରେ ପ୍ରେସମିଟ କରିବେ ପ୍ରଧାନମନ୍ତ୍ରୀ । ଶପଥ ଗ୍ରହଣ ଉତ୍ସବକୁ ଯିବେ ମୋଦୀ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *