ଅଗ୍ନିଶମ ବିଭାଗରେ ୨୬ ନୂଆ ପଦବୀକୁ ମିଳିଲା ଅନୁମୋଦନ

Spread the love

ଅଗ୍ନିଶମ ବିଭାଗରେ ୨୬ ନୂଆ ପଦବୀକୁ ମିଳିଲା ଅନୁମୋଦନ । ଓଡିଶା ଅଗ୍ନିଶମ ସେବା ବିଭାଗରେ ୨୬ ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହି ପଦବୀ ମଧ୍ୟରେ ତିନୋଟି ଷ୍ଟେସନ ଅଫିସର, ତିନୋଟି ଲିଡିଂ ଫାୟାର ମ୍ୟାନ ଓ କୋଡିଏଟି ଫାୟାର ମ୍ୟାନ ପଦବୀ ରହିଛି । ଏହି ପଦବୀ ସୃଷ୍ଟି ହେବା ପରେ ଅଗ୍ନିଶମ ବିଭାଗ ଆହୁରି ଅଧିକ ଦକ୍ଷ ଭାବରେ ଲୋକମାନଙ୍କୁ ସେବା ଯୋଗାଇ ପାରିବ ବୋଲି ଆଶା କରାଯାଇଛି ।

Leave a Reply

Your email address will not be published. Required fields are marked *