ଆଜି ବିଶ୍ବ ଅଙ୍ଗଦାନ ଦିବସ

ଅଙ୍ଗଦାନ ହେଉଛି ନିଃସ୍ବାର୍ଥପର ଭାବରେ ମୂଲ୍ୟବାନ ଜୀବନ ବଞ୍ଚାଇବାର ଏକ ଅମୂଲ୍ୟ କାର୍ଯ୍ୟ । ସାର୍ଥକ ଜୀବନର ଅନ୍ୟ ଏକ ନାମ ଅଙ୍ଗଦାନ ।କଥାରେ ଅଛି ଅଙ୍ଗଦାନ, ମହତ ଦାନ। କାହାର ଆଖି ଆଉ କାହାକୁ ଦେଖାଇପାରେ ଦୁନିଆ। କାହାର ଅଙ୍ଗ ଆଉ କାହାର ଜୀବନ ବଞ୍ଚାଇପାରେ।  ଆଜି ବିଶ୍ବ ଅଙ୍ଗଦାନ ଦିବସ । ଏହି ଅବସରରେ ନିମାପଡ଼ା ରୁ ଭୁବନେଶ୍ଵର ୪୫ ରୁ ୫୦ କିମି ସାଇକେଲ ରେ ଆସି ଲୋକଙ୍କୁ ସଚେତନ କରୁଛନ୍ତି ୨ ଛାତ୍ର।ବାଟରେ ଆସିବା ବେଳେ ୨୦୦ ରୁ ଉର୍ଦ୍ଧ ଲୋକଙ୍କୁ ଅଙ୍ଗଦାନ ପାଇଁ ଦେଇଛନ୍ତି ବାର୍ତ୍ତା।ସେମାନେ ହେଉଛନ୍ତି ସୌମ୍ୟ ରଞ୍ଜନ ଓ ଶିବ ପ୍ରସାଦ । ତେବେ ବିଶ୍ବ ଅଙ୍ଗଦାନ ଦିବସରେ ଅଙ୍ଗଦାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *