ପ୍ୟାରିସ ପାରା ଅଲମ୍ପିକ୍ସ ପୂର୍ବରୁ ଭାରତକୁ ଲାଗିଲା ଶକ୍ତ ଝଟକା । ଡୋପ୍ ଟେଷ୍ଟରେ ଧରା ପଡି ୧୮ ମାସ ପାଇଁ ସସ୍ପେଣ୍ଡ ହେଲେ ପାରା ଅଲମ୍ପିଆନ ପ୍ରମୋଦ ଭଗତ । ଅନ୍ତର୍ଜାତୀୟ ପାରା ଅଲମ୍ପିଆନ୍ ତଥା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ୧୮ ମାସ ପାଇଁ ସସପେଣ୍ଡ କରିଛି ବିଶ୍ବ ବ୍ୟାଡମିଣ୍ଟନ ଫେଡେରେସନ । ତେବେ ଡୋପିଂ ବିରୋଧୀ ନିୟମ ଉଲ୍ଲଂଘନ ଅଭିଯୋଗରେ ତାଙ୍କୁ ସସପେଣ୍ଡ କରାଯାଇଛି ।
ଫଳରେ ଚଳିତ ବର୍ଷ ପ୍ୟାରିସ୍ ପାରା ଅଲମ୍ପିକ୍ସ ଆଉ ଭାଗ ନେଇପାରିବେନି ଭଗତ । ୨୦୨୦ରେ ଟୋକିଓ ପାରା ଅଲମ୍ପିକ୍ସରେ ସେ ସ୍ବର୍ଣ୍ମ ପଦକ ଭାରତ ପାଁ ଗୌରବ ଆଣିଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now