ଅନନ୍ତ ଓ ରାଧିକାଙ୍କ ସଙ୍ଗୀତ ସେରିମନି ଉତ୍ସବରେ ନାଚିଲେ ପୂରା ଅମ୍ୱାନୀ ପରିବାର

Spread the love

ଅନନ୍ତ ଅମ୍ୱାନୀ ଓ ରାଧିକା ମର୍ଚାଣ୍ଟଙ୍କ ସଙ୍ଗୀତ ସେରିମନି ଉତ୍ସବରେ ନାଚିଲେ ପୂରା ଅମ୍ୱାନୀ ପରିବାର। ଗତକାଲି ରାତିରେ ହୋଇଥିବା ଏହି ସଙ୍ଗୀତ ସେରିମନିରେ ନାଚିଲେ ପୂରା ଅମ୍ୱାନୀ ପରିବାର। ମୁକେଶ ଅମ୍ୱାନୀ ଓ ନୀତା ଅମ୍ୱାନୀଙ୍କ ସହ ପୂରା ପରିବାରର ଡ୍ୟାନ୍ସ ଦେଖିବାକୁ ମିଳିଛି। ମୁକେଶ ଅମ୍ୱାନୀଙ୍କ ଦୁଇ ପୁଅ ଓ ଦୁଇ ବୋହୂଙ୍କ ସମେତ ଝିଅ ଓ ଜ୍ୱାଇଁ ମଧ୍ୟ ନାଚିଛନ୍ତି। ଆସନ୍ତା ୧୨ ତାରିଖରେ ଅନନ୍ତ ଅମ୍ୱାନୀ ଓ ରାଧିକା ମର୍ଚାଣ୍ଟଙ୍କ ବିବାହ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଗତକାଲି ସଙ୍ଗୀତ ସେରିମନି ଅନୁଷ୍ଠିତ ହୋଇଛି। ଏଥିରେ ବଲିଉଡର ଅନେକ ସେଲିବ୍ରିଟିଙ୍କ ସମେତ କ୍ରିକେଟ ତାରକା ମଧ୍ୟ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *