ଅନନ୍ତ ଅମ୍ବାନୀଙ୍କୁ କମ୍ପାନିର କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବରେ ନିଯୁକ୍ତ

ଅନନ୍ତ ଅମ୍ବାନୀଙ୍କୁ କମ୍ପାନିର କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ବୋର୍ଡ ଅଫ ଡାଇରେକ୍ଟର । ଏହି ନିଯୁକ୍ତି ୧ ମଇ ୨୦୨୫ରୁ ପ୍ରଭାବୀ ହେବ ଓ ଏହି ନିଯୁକ୍ତି ୫ ବର୍ଷ ଅବଧି ନିମନ୍ତେ କରାଯାଇଛି। ସେୟାରଧାରୀଙ୍କ ମଞ୍ଜୁରୀ ପରେ ଏହି ନିଯୁକ୍ତିକୁ ଚୂଡ଼ାନ୍ତ ରୂପ ମିଳିବ। ଏହି ପଦକ୍ଷେପ ରିଲାଏନ୍ସ ର ଦୀର୍ଘକାଳୀନ ଉତ୍ତରାଧିକାର ଯୋଜନାରେ ନିଆଯାଇଛି। 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *