ତିନି ଦିନିଆ ବ୍ରୁନେଇ ଓ ସିଙ୍ଗାପୁର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ତିନି ଦିନିଆ ବ୍ରୁନେଇ ଓ ସିଙ୍ଗାପୁର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ହେଉଛି ମୋଦିଙ୍କ ପ୍ରଥମ ବ୍ରୁନେଇ ଗସ୍ତ । ଏହି ଗସ୍ତରେ ସେ ବିଶ୍ବର ସବୁଠାରୁ ଧନୀ ସୁଲତାନହ୍କୁ ଭେଟିବେ । ବ୍ରୁନେଇର ରାଜା ସୁଲତାନ ହାଜି ହସନାଲ ବୋଲିକିଆହାଙ୍କ ନିମନ୍ତ୍ରଣ ରକ୍ଷା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗସ୍ତ କରିଛନ୍ତି । ଏହି ଅବସରରେ ଦୁଇ ଦେଶ ମଦ୍ୟରେ ଦ୍ବିପାକ୍ଷୀକ ଆଲୋଚନା ହେବ । ପରେ ଆସନ୍ତା କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନସିଙ୍ଗାପୁର ଗସ୍ତ କରିବେ ।

ସେପଟେ ସିଙ୍ଗାପୁର ପ୍ରଦାନମନ୍ତଚ୍ରୀ ଲରେନ୍ସ ରଙ୍ଗଙ୍କ ଆମନ୍ତ୍ରମ କୁ ରକ୍ଷା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋେଦୀ ସିଙ୍ଗାପୁର ଗସ୍ତରେ ଯାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଅନୁଯାୟୀ ସିଙ୍ଗାପୁରର ବ୍ୟବସାୟ ସମ୍ପ୍ରାଦାୟର ନେତାମାନଙ୍କୁ ମଧ୍ୟ ଭେଟିବେ ।

ଆସନ୍ତା ୫ ତଚାରିଖରେ ତିନି ଦିନିଆ ଗସ୍ତ ସାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଫେରିବେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *