ମାଇନିଂ ଅଧିକାରୀଙ୍କ ଚଢାଉ

Spread the love

ବିନା ସରକାରୀ ଅନୁମତିରେ ମୋରମ ଖୋଳାକୁ ନେଇ ମାଇନିଂ ଅଧିକାରୀଙ୍କ ଚଢାଉ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ଚିତ୍ରପୁର ଠାରୁ ସିଲିପୁଞ୍ଜି ରାସ୍ତା ଉର୍ନ୍ନତିକରଣ କାମ ଚାଲିଥିବା ବେଳେ ବିନା ଅନୁମତିରେ ବେଆଇନ ଭାବେ ମୋରମ ଖୋଳାକୁ ନେଇ ଲଘୁ ଖଣିଜ ଅଧିକାରୀଙ୍କ ଚଢାଉ। କୈାଣସି ଅନୁମତି ନ ନେଇ ମୋରମ ଖୋଳା କରିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ଏ ନେଇ ଠିକା ସଂସ୍ଥା କୁ କୈଫିୟତ ତଲବ କରାଯିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗ ସୂଚନା ଦେଇଛି। ଏହି ରାସ୍ତା ଦୀର୍ଘ ଦୁଇ ବର୍ଷ ରୂ ଅଧିକ ସମୟ ଧରି ନିର୍ମାଣ ଚାଲିଯିବା ବେଳେ ସରକାରୀ ନୀତି ନିୟମକୁ ଅଣଦେଖା କରି ଠିକାଦାର ବେଆଇନ ଭାବେ ମୋରମ ଓ ମାଟି ଉଠାଣ କରି ରାସ୍ତା କାମ ଜାରି ରଖିଛି।

Leave a Reply

Your email address will not be published. Required fields are marked *