୧ ଜୁଲାଇରୁ ୩୦ ଜୁଲାଇ ସୁଦ୍ଧା ୩୦୮.୭ ମି.ମି. ବର୍ଷା ରେକର୍ଡ଼ : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ହାରାହାରି ବୃଷ୍ଟିପାତ ୧୪.୧ ମି.ମି.

Spread the love

ଭୁବନେଶ୍ଵର : ଚଳିତ ମୌସୁମୀ ଋତୁରେ, ୧ ଜୁଲାଇରୁ ୩୦ ଜୁଲାଇ ସୁଦ୍ଧା ୩୦୮.୭ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଯାହାକି ଏହି ସମୟରେ ହାରାହାରି ବୃଷ୍ଟିପାତ ୩୩୯.୯ ମି.ମି. ରହିଥାଏ ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ହାରାହାରି ବୃଷ୍ଟିପାତ ୧୪.୧ ମି.ମି. ରହିଛି । ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *