ହ୍ୟୁମାନ ସାଗର ମୃତ୍ୟ ମମାଲା । ହାଇକୋର୍ଟର ଦ୍ୱାରସ୍ଥ ହେଲେ କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ । ହାଇକୋର୍ଟ ରେ ଆଗୁଆ ଜାମିନ ଆବଦେନ କଲେ ଅର୍ପିତା । ପୂର୍ବରୁ ଏହି ମାମଲାରେ ସୋମେଶ ଶତପଥୀ ଙ୍କ ସହ ମିଳିତ ଆଗୁଆ ଜାମିନ ଆବଦେନ କରିଥିଲେ ଅର୍ପିତା । ହ୍ୟୁମାନ ସାଗର ଙ୍କ ମୃତ୍ୟ ମମାଲା ରେ କଟକ ମର୍କତ ନଗର ଥାନାରେ ୯ ଜଣଙ୍କ ନାଁରେ ମମାଲା ରୁଜୁ କରିଥିଲେ ହ୍ୟୁମାନଙ୍କ ମାଆ ସେଫାଳି ସୁନା ।
Naxatra News is now on Whatsapp
Join and get latest news update delivered to you via whatsapp
Join Now