ବାହାନଗା ଟ୍ରେନ୍ ଟ୍ରାଜେଡ଼ି :ଆଜି ଓ ଆସନ୍ତାକାଲି ପାଇଁ ୭୪ ଟ୍ରେନ୍ ବାତିଲ୍

Spread the love

ଭୁବନେଶ୍ଵର : ବାଲେଶ୍ଵର ବାହାନଗା ନିକଟରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାର ୫ ଦିନ ପରେ ଧିରେ ଧିରେ ସ୍ଵାଭାବିକ୍ ହେବାରେ ଲାଗିଛି ସ୍ଥିତି । ସ୍ଥିତିକୁ ଦୃଷ୍ଟିରେ ରଖି ଆଜି ଓ ଆସନ୍ତାକାଲି ପାଇଁ ଭୁବନେଶ୍ଵର -ହାୱଡ଼ା ଜନଶତାବ୍ଦୀ ସହ ୭୪ଟି ଟ୍ରେନ୍ କୁ ରେଲୱେ ପକ୍ଷରୁ ବାତିଲ୍ କରାଯାଇଛି । ସେହିପରି ଋଷିକେଶ-ପୁରୀ ଏକ୍ସପ୍ରେସର ଗତିପଥରେ ପରିବର୍ତନ କରାଯାଇଛି । ସମ୍ପୃକ୍ତ ଦୁର୍ଘଟଣା ଅଂଚଳରେ ଟ୍ରେନ୍ ର ଗତିପଥ ହାରାହାରି ଘଂଟା ପ୍ରତି ବେଗ ୨୦ କି.ମି. ମଧ୍ୟରେ ସୀମିତ ରହିବ ।

Leave a Reply

Your email address will not be published. Required fields are marked *