ପଥର ରେ ଛେଚି ଯୁବକଙ୍କୁ ନୃସଂଶ ହତ୍ୟା  

Spread the love

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାରେ ହତ୍ୟାକାଣ୍ଡ ଏକ ସାଧାରଣ ଘଟଣା ହୋଇଗଲାଣି ।  କିଛି ଦିନ ପୁର୍ବରୁ ସହର ଭିତରେ ଜଣେ ଯୁବକକୁ ନିଜ ଭାଇ ହତ୍ୟା କରିଥିବା ଦୁଇ ଦିନ ନପୁରୂଣୁ ଆଜି ସଇଁତଲା ଥାନା ଟିକ୍ରାପଡା ଫାଣ୍ଡି ଅନ୍ତର୍ଗତ ଦେଓଗାଁ ରେ ପୁଣି ଜଣେ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଛି । ମୃତକ ଜଣକ ସେହି ଗାଁର ବୁଦ୍ଧଦେବ ନାଗ ବୋଲି ଜଣାପଡିଛି । ଘଟଣାସ୍ଥଳ ରେ ଟିକ୍ରାପଡା ଫାଣ୍ଡି ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Leave a Reply

Your email address will not be published. Required fields are marked *