ବେଗୁନିଆରେ ଭାରତୀୟ ଜନତାପାର୍ଟି ତରଫରୁ ଏକ ଜନ ଜାଗରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ରାଜ୍ୟ କୃଷକ ମୋର୍ଚ୍ଚାର ସଭାପତିଙ୍କ ସହିତ ଅନ୍ଯାନ୍ଯ କର୍ମକର୍ତ୍ତା ଯୋଗ ଦେଇ ପୋଷ୍ଟ ଅଫିସ ଛକ ଠାରୁ ବିଶାଳ ଶୋଭାଯାତ୍ରାରେ ବାହାରିଥିଲେ। ପରେ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ ପହଞ୍ଚି ଆୟୋଜିତ ସାଧାରଣ ସଭାରେ ଯୋଗଦେଇଥିଲେ। କେନ୍ଦ୍ର ସରକାରଙ୍କ ସଫଳତା ଏବଂ ବିକଶିତ ଭାରତ ଗ୍ୟାରେଣ୍ଟି ରୋଜଗାର ନିମନ୍ତେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇଥିଲେ ବିଜେପି ନେତୃବୃନ୍ଦ।
Naxatra News is now on Whatsapp
Join and get latest news update delivered to you via whatsapp
Join Now